ମୁକୁଳା ପଡିଛି ମହାପ୍ରଭୁଙ୍କ ସୁନା । ରତ୍ନଭଣ୍ଡାର ମରାମତି ନେଇ ଉଠିଲା ପ୍ରଶ୍ନ

Advertisment

ମୁକୁଳା ପଡ଼ିଛି ମହାପ୍ରଭୁଙ୍କ ସୁନା । ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଏ ପର୍ଯ୍ୟନ୍ତ ରତ୍ନଭଣ୍ଡାରରେ ମରାମତି ହୋଇନାହିଁ କି ଅଳଙ୍କାର ସବୁ ଗଣତିମଣତି ହୋଇନାହିଁ ।

ratna

କନକବ୍ୟୁରୋ : ମୁକୁଳା ପଡ଼ିଛି ମହାପ୍ରଭୁଙ୍କ ସୁନା । ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଖୋଲାଯାଇଥିଲା । ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।  ଏ ପର୍ଯ୍ୟନ୍ତ  ରତ୍ନଭଣ୍ଡାରରେ ମରାମତି ହୋଇନାହିଁ କି ଅଳଙ୍କାର ସବୁ ଗଣତିମଣତି ହୋଇନାହିଁ  ।  କାର୍ତ୍ତିକ ମାସ ପରେ  ରତ୍ନଭଣ୍ଡାରର ମରାମତି ଓ ଅଳଙ୍କାର ଗଣତିମଣତି କରାଯିବ ବୋଲି କୁହାଯାଇଥିଲା। କାର୍ତ୍ତିକ ମାସ ସରିଲାଣି । କିନ୍ତୁ ଏପର୍ଯ୍ୟନ୍ତ କିଛି ହୋଇନାହିଁ  । ଶ୍ରୀମନ୍ଦିର ପ୍ରଶାସନ, ଏ.ଏସ.ଆଇ ଓ ରାଜ୍ୟ ସରକାର ଚୁପ୍ ହୋଇ ବସିଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟି ମଧ୍ୟ ଏଦିଗରେ ଆଉକିଛି କରିପାରିନାହିଁ। ଏନେଇ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହାପ୍ରଭୁଙ୍କ ଅଳଙ୍କାରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe