ଫାଟିଲା ଗ୍ୟାସ୍ ସିଲିଣ୍ଡର ; ଜଳିଗଲା କାରଖାନା, ବର୍ତ୍ତିଗଲା ୨୦ ଜୀବନ

ପୁରୀ ଗୋପ ଥାନା ଏରବଙ୍ଗ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଫାଟିଲା ଗ୍ୟାସ୍‌ ଟାଙ୍କି, ଜଳିଗଲା ମୂର୍ତ୍ତି କାରଖାନା । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ନିଆଁ ଲିଭାଇଲା ଅଗ୍ନିଶମ ବିଭାଗ ।

3kk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe