ଠକ ଦେଉଥିଲା ଚାକିରି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁତୁରା କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

Advertisment
28୍

କନକ ବ୍ୟୁରୋ :  ଚାକିରି ଦେବା ନାଁରେ ବଡ଼ ଠକେଇ । କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ଓ କାହାକୁ ପେଟ୍ରୋଲ ପମ୍ପ ତ କାହାକୁ ଚାକିରୀ ଦେବାକୁ କହି ଠକେଇ କରିଥିଲା ଅଭିଯୁକ୍ତ । ଟଙ୍କା ଠକି ଫେରାର ହେଉଥିବା ବେଳେ ହୋଟେଲ ରୁମରୁ ଠକକୁ ମାଡ଼ି ବସିଲେ ଲୋକେ ଓ ଦଲାଲ ରାହୁଲ ସାହୁକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe