ସୁଧୁରୁଛି ମାଲକାନଗିରିର ବନ୍ୟା ସ୍ଥିତି । ବିିଭିନ୍ନ ପୋଲରୁ ଖସିଲା ଜଳସ୍ତର,ପୋଟେରୁ ପୋଲ କ୍ଷତିଗ୍ରସ୍ତ

Advertisment

ଫଳରେ ଏହି ପୋଲ ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚଳାଚଳ ସ୍ବାଭାବିକ ପାଇଁ ଜୋରସୋରରେ ଚାଲିଛି ମରାମତି କାମ। କେବଳ ପୋଟେରୁ ନୁହେଁ, କାଙ୍ଗୋରୁକୋଣ୍ଡା, ଏମଭି ୯୦,  ଏମଭି ୯୬ରେ ମଧ୍ୟ ଜଳସ୍ତର କମିଛି।

ଫଳରେ ଏହି ପୋଲ ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚଳାଚଳ ସ୍ବାଭାବିକ ପାଇଁ ଜୋରସୋରରେ ଚାଲିଛି ମରାମତି କାମ। କେବଳ ପୋଟେରୁ ନୁହେଁ, କାଙ୍ଗୋରୁକୋଣ୍ଡା, ଏମଭି ୯୦,  ଏମଭି ୯୬ରେ ମଧ୍ୟ ଜଳସ୍ତର କମିଛି।

13yr

କନକ ବ୍ୟୁରୋ :  ପାଣି ଛାଡିଛି, ଦୁର୍ଦ୍ଦଶା ବଢିଛି। ମାଲକାନଗିରି ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରିଛି। ହେଲେ କ୍ଷତିଗ୍ରସ୍ତ ହୋଇଛି ଅନେକ ପୋଲ। ବନ୍ୟା ଯୋଗୁ ପୋଲ ଉପରେ ପାଣି ଚାଲୁଥିଲା। ଏବେ ଜିଲ୍ଲାର ପୋଟେରୁ ପୋଲ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଉପର କଂକ୍ରିଟ ଧୋଇ ହୋଇଯାଇଛି। ଫଳରେ ଏହି ପୋଲ ଦେଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚଳାଚଳ ସ୍ବାଭାବିକ ପାଇଁ ଜୋରସୋରରେ ଚାଲିଛି ମରାମତି କାମ। କେବଳ ପୋଟେରୁ ନୁହେଁ, କାଙ୍ଗୋରୁକୋଣ୍ଡା, ଏମଭି ୯୦,  ଏମଭି ୯୬ରେ ମଧ୍ୟ ଜଳସ୍ତର କମିଛି।

 କାହିଁକି ବର୍ଷାଦିନେ ବଣ୍ତାଘାଟିରେ ଭାଙ୍ଗେ ଘର। ଆଦିମ ଜନଜାତିଙ୍କ ଆବାସ ସ୍ଥଳୀ ବଣ୍ତାଘାଟି। ମାଟି କୁଡିଆରେ ବର୍ଷ ବର୍ଷ ଧରି ଆଶ୍ରୟ ନେଇଥାନ୍ତି ଏମାନେ। ପ୍ରକୃତି କୋଳରେ ବଞ୍ଚିଥିବା ଜନଜାତିଙ୍କ ବେଶ ପୋଷାକ ଠାରୁ ଆରମ୍ଭ କରି ରହିବା କୁଡିଆ ଅନ୍ୟମାନଙ୍କ ଠାରୁ ଅନ୍ୟତମ। ଆଉ ଏ ହେଉଛି ବଣ୍ତାଘାଟିରେ ବର୍ଷାଦିନର ଦୃଶ୍ୟ। ସବୁଆଡେ ମାଟି କାନ୍ଥରେ ତିଆରି ଘର ଭାଙ୍ଗି ଯାଇଛି। ପାହାଡ ଉପରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ରହିବା ସ୍ଥାନ ଏବେ ସୁରକ୍ଷିତ ନାହିଁ। ଲଗାଣ ବର୍ଷାରେ କେତେବେଳେ ଘର ଭାଙ୍ଗି ମାଟିରେ ମିଶୁଛି ତ ଆଉ କେତେବେଳେ ବର୍ଷା ପାଣି ଘର ଭିତରେ ପଶିଯିବାରୁ ବର୍ଷକର ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe