ମାଛ କଲା ଲକ୍ଷପତି । ଜାଲରେ ପଡିଥିବା ୨ କୁଇଣ୍ଟାଲ ମାଛକୁ ବିକି ମାଲାମାଲ ମତ୍ସ୍ୟଜୀବୀ ।

Advertisment

 ମାଛ କଲା ଲକ୍ଷପତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଗଭୀର ସମୁଦ୍ରରେ ପଡିଥିଲା ମାଛ ।

 ମାଛ କଲା ଲକ୍ଷପତି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଗଭୀର ସମୁଦ୍ରରେ ପଡିଥିଲା ମାଛ ।

ମାଛ ଗୋଟାକୁ ଲକ୍ଷେ ଟଙ୍କା

ମାଛ ଗୋଟାକୁ ଲକ୍ଷେ ଟଙ୍କା Photograph: (kanaknews)

କନକ ବ୍ୟୁରୋ: ମାଛ କଲା ଲକ୍ଷ ପତି। ଜାଲରେ ପଡିଲା ୨ କୁଇଣ୍ଟାଲର ସାର୍କ ମାଛ । ଓଡିଶା ସୀମାନ୍ତ ପଶ୍ଚିମବଙ୍ଗର କାଁଥି ଅଂଚଳରେ ମତ୍ସ୍ୟ ଯିବି ମାନେ ଗଭୀର ସମୁଦ୍ରରୁ ମାଛକୁ ଧରିଛନ୍ତି । କାନ୍ଥିର ପେଟୁଆଘାଟ ମତ୍ସ୍ୟ ବନ୍ଦରରେ ଏହି ମାଛଟି ଧରା ପଡ଼ିଛି ।

ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି । ବନ୍ଦରରେ ମାଛଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିବା ଜଣା ପଡିଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe