ଓଡିଶାରେ ଦେଶର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର ଉଦଘାଟିତ । ଭୁବନେଶ୍ୱର ଟାଟା ପାୱାର କାର୍ଯ୍ୟାଳୟରେ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ

Advertisment

ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଟାଟାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ଉପମୁଖ୍ୟମନ୍ତ୍ରୀ ଏହାକୁ ନେଇ କହିଛନ୍ତି କି,  ଓଡ଼ିଶାରେ ଏହା ଭାରତର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର । ଦେଶରେ କୌଣସି ରାଜ୍ୟରେ ଏଭଳି ସେଣ୍ଟର ହୋଇ ନାହିଁ। ଓଡ଼ିଶାରେ ଏଭଳି ସେଣ୍ଟର ଦେଖି ଉତ୍ତର ପ୍ରଦେଶ ସରକାର ମଧ୍ୟ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ଟାଟା ପାୱାରର ଏଭଳି ପଦକ୍ଷେପ ପାଇଁ ଶୁଭେଛା

gsgrtsg v

gsgrtsg v Photograph: (gsgrtsg v)

କନକ ବ୍ୟୁରୋ :  ଭାରତର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର ଉଦଘାଟିତ ହୋଇଯାଇଛି। ଭୁବନେଶ୍ଵର ଟାଟା ପାୱାର  ପକ୍ଷରୁ ନିର୍ମାଣ ହୋଇଥିବା ସେଣ୍ଟରକୁ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଉଦଘାଟନ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଟାଟାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  ଉପମୁଖ୍ୟମନ୍ତ୍ରୀ ଏହାକୁ ନେଇ କହିଛନ୍ତି କି,  ଓଡ଼ିଶାରେ ଏହା ଭାରତର ପ୍ରଥମ ପାୱାର କଣ୍ଟ୍ରୋଲ ଟେକ୍ନୋଲୋଜି ସେଣ୍ଟର । ଦେଶରେ କୌଣସି ରାଜ୍ୟରେ ଏଭଳି ସେଣ୍ଟର ହୋଇ ନାହିଁ। ଓଡ଼ିଶାରେ ଏଭଳି ସେଣ୍ଟର ଦେଖି ଉତ୍ତର ପ୍ରଦେଶ ସରକାର ମଧ୍ୟ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ଟାଟା ପାୱାରର ଏଭଳି ପଦକ୍ଷେପ ପାଇଁ ଶୁଭେଛା। ଏହା ଦ୍ବାରା ରିଏଲ ଟାଇମ୍  ଦାତାଙ୍କୁ  ଦେଖି ୩୨ ଲକ୍ଷ କଞ୍ଜୁମର ପାଖରେ ମଧ୍ୟ ଏହି ସୂଚନା ରହିବା ଦରକାର। ଏହି ସେଣ୍ଟର୍ ଦ୍ଵାରା ରାଜ୍ୟର ଯେକୌଣସି  ଜାଗାର ବିଦ୍ୟୁତ୍ ସଂଯୋଗୀ କରଣ  ଡାଟା କାଢି ହେବ। ଅଧିକା ବିଲ ନେଇ ହେଉଥିବା ଅଭିଯୋଗକୁ ମଧ୍ୟ ଏହି ସେଣ୍ଟରରୁ ମନିଟରିଂ କରି ହେବ। ଏହା ଦ୍ବାରା ତ୍ଓଡ଼ିଶାର ଚାରୋଟି ସେଣ୍ଟର ରିୟଲ ଟାଇମ୍ ଡାଟା ଏଇ ସେଣ୍ଟର ମାଧ୍ୟମରେ ମନିଟରିଂ କରି ହେବ। ଯଦି କୌଣସି  ଜାଗାରେ ବ୍ରେକ ଡାଉନ ଥିବ। ଏହି ସେଣ୍ଟର ମାଧ୍ୟମରେ ତାର ସମାଧାନ କରି ହେବ। ବାତ୍ୟା ଏବଂ କାଳ ବୈଶାଖୀକୁ ନେଇ ଯଦି କୌଣସି ସତର୍କ ଥିବ। ସେ ଦିଗରେ ମଧ୍ୟ ମନିଟରିଂ କରି ହେବ ବୋଲି କେଭି ସିଂହଦେଓ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe