ପୁଲିସ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ଅକ୍ଟୋବରରେ ହେବ ପରୀକ୍ଷା, ୪ ଓ ୫ରେ ଲିଖିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Advertisment

୪ ଓ ୫ରେ ଲିଖିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଶା ପୁଲିସ ରିକ୍ରୁଟମେଂଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

୪ ଓ ୫ରେ ଲିଖିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଶା ପୁଲିସ ରିକ୍ରୁଟମେଂଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ଅକ୍ଟୋବର ୪ରେ ପୋଲିସ SI ପରୀକ୍ଷା

ଅକ୍ଟୋବର ୪ରେ ପୋଲିସ SI ପରୀକ୍ଷା Photograph: (KanakNews)

କନକ ବ୍ୟୁରୋ: ପୁଲିସ ସବ୍‌-ଇନ୍ସପେକ୍ଟର ପଦବୀ ପାଇଁ ଅକ୍ଟୋବରରେ ହେବ ପରୀକ୍ଷା। ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଲିଖିତ ପରୀକ୍ଷା କରାଯିବ। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓମ୍‌ଆର ଆଧାରିତ ଲିଖିତ ପରୀକ୍ଷା ହେବ। ପୂର୍ବରୁ ଦୁଇ ଦୁଇଥର ପରୀକ୍ଷା ବାତିଲ୍ ହୋଇଥିଲା । ସେପ୍ଟେମ୍ବର ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । Odisha police.gov.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe