କନକ ବ୍ୟୁରୋ : ବର୍ଷା ପରେ ଏବେ ଘନ କୁହୁଡିର ରାଜୁତି। ଦୃଶ୍ୟମାନ ହେଉନାହିଁ ୫ ମିଟର ରାସ୍ତା। ସୁନ୍ଦରଗଡ଼ ଜିଲ୍ଲାର ଖଣି ଅଞ୍ଚଳ କୋଇଡ଼ାରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ଗୋଟେ ପଟେ ଅସହ୍ୟ ଥଣ୍ଡା ଅନ୍ୟପଟେ ଘନ କୁହୁଡ଼ି, ଯେଉଁଥିପାଇଁ ବ୍ୟାହତ ହୋଇଛି ସାଧାରଣ ଜନଜୀବନ। ସକାଳ ୯ଟା ନବାଜିଲେ ଘରୁ ବାହାରି ହେଉନାହିଁ । ଦୁର୍ଘଟଣାର ଭୟ ଯୋଗୁଁ ରାସ୍ତାରେ ଯେଉଁ ଗାଡି ସବୁ ଚଳାଚଳ କରୁଛନ୍ତି ସବୁ ଲାଇଟ୍ ଓ ଇଣ୍ଡିକେଟର ଦେଇ ଯାଉଛନ୍ତି।
ଥଣ୍ଡାରେ ଥରୁଛି ସାରା ରାଜ୍ୟ, କୁହୁଡି ଯୋଗୁଁ ଯାତାୟତ ପ୍ରଭାବିତ । ଦୁର୍ଘଟଣା ଭୟରେ ଦିନରେ ଇଣ୍ଡିକେଟର ଲାଗଇ ଯାଆସ କରୁଛି ଗାଡି
ଗୋଟେ ପଟେ ଅସହ୍ୟ ଥଣ୍ଡା ଅନ୍ୟପଟେ ଘନ କୁହୁଡ଼ି, ଯେଉଁଥିପାଇଁ ବ୍ୟାହତ ହୋଇଛି ସାଧାରଣ ଜନଜୀବନ। ସକାଳ ୯ଟା ନବାଜିଲେ ଘରୁ ବାହାରି ହେଉନାହିଁ ।
/kanak/media/media_files/2024/12/27/5LvIx8w89glFeMrl6Tz7.jpg)