ବାଲେଶ୍ବରରେ ହାତୀଙ୍କ ଉତ୍ପାତ । ପଶ୍ଚିମବଙ୍ଗକୁ ୫୧ ଟିକିଆ ହାତୀ ପଲ ଯିବା ବେଳେ ଯୁବକଙ୍କୁ ପାଦରେ ଦଳିଦେଲେ

Advertisment

ଦଳିଦେଲା ଦନ୍ତା, ଅକାଳରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ ।

ଦଳିଦେଲା ଦନ୍ତା, ଅକାଳରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ ।

Elephant

କନକ ବ୍ୟୁରୋ : ଦଳିଦେଲା ଦନ୍ତା, ଅକାଳରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ । ତାଙ୍କୁ ହାତୀ କଚାଡି ମାରି ଦେଇଛି । 

ଗତ ରାତିରେ ଗ୍ରାମବାସୀ ହାତୀ ଘଉଡାଇବାକୁ ବାହାରିଥିଲେ । ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ପୂର୍ଣ୍ଣଚନ୍ଦ୍ର ଫେରିନଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ନୂଆବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe