କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିଛି ରୋଜଗାରିଆ ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Advertisment

ମହାବୀର ଭଲ ଥିବା ଅବସ୍ଥାରେ ଘରୋଇ ଗାଡି ଚଳାଇ ଯେମିତି ରୋଜଗାରକ୍ଷମ ଥିଲେ, ସେମିତି ନିଜ ସଉକରେ ମାଇକ ଧରି ଗାଁ ତଥା ଆଖପାଖ ଅଞ୍ଚଳରେ ନିଜର ମଧୁର କଣ୍ଠରେ ସମସ୍ତଙ୍କୁ ମନୋରଞ୍ଜନ ବି କରାଉଥିଲେ। ହେଲେ ଏବେ ମହାବୀରଙ୍କ ଜୀବନରେ ସତେ ଯେମିତି କଳାବାଦଲ ଖେଳି ଯାଇଛି। କାରଣ ତାଙ୍କୁ ଭଲ କରିବାକୁ ଯାଇ ଘରେ ଯାହା ଥିଲା ସବୁ ବିକି ଭାଙ୍ଗି ସାରି ଦେଲେଣି ବାପା ରମେଶ। ଏବେ ଘରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର । ପୁଅ ମହାବୀରଙ୍କ କିଡନୀ ପ୍ରତିରୋପଣ ପାଇଁ ସରକାରଙ୍କ ସହଯୋଗ କାମନା କରିଛନ୍ତି ବାପା ରମେଶ ଓ ମା ପାର୍ବତୀ ପାତ୍ର।

c;Zúõ\jð

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ଭାପୁର ପଞ୍ଚାୟତ ବେଗୁନିଆପାଳର ମହାବୀର। ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ। କଟକରେ ଗାଡି ଚଳାଇ ଯାହା କିଛି ରୋଜଗାର କରୁଥିଲେ ଖୁସିରେ ଚଳୁଥିଲା ପରିବାର । ଏବେ ଦାଉ ସାଧିଛି କିଡନୀ ରୋଗ । ହଠାତ ସତେ ଯେମିତି ଏଇ ହସ ଖୁସିର ସଂସାର ଉପରେ କାହାର ନଜର ଲାଗିଯାଇଛି। ୨୦୧୯ କୋରୋନା ମହାମାରୀ ବେଳେ ହଠାତ ତାଙ୍କର ଦେହ ଖରାପ ହୋଇଯାଇଥିଲା । ମହାବୀର କଟକରୁ ଘରକୁ ପଳାଇ ଆସିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମହାବୀର ସମ୍ପୂର୍ଣ୍ଣ ଭଲ ହେବାକୁ ହେଲେ କିଡନୀ ପ୍ରତିରୋପଣର ଆବଶ୍ୟକତା ରହିଛି। ଆଉ ସେଥିପାଇଁ ଦରକାର ୧୦ ଲକ୍ଷରୁ ଅଧିକ ଟଙ୍କା। ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଏତେ ଟଙ୍କା କୁଆଡୁ ଆସିବ ସେନେଇ ଚିନ୍ତାରେ ପଡିଛନ୍ତି ମହାବିରଙ୍କ ବାପା-ମା’।

ମହାବୀର ଭଲ ଥିବା ଅବସ୍ଥାରେ ଘରୋଇ ଗାଡି ଚଳାଇ ଯେମିତି ରୋଜଗାରକ୍ଷମ ଥିଲେ, ସେମିତି ନିଜ ସଉକରେ ମାଇକ ଧରି ଗାଁ ତଥା ଆଖପାଖ ଅଞ୍ଚଳରେ ନିଜର ମଧୁର କଣ୍ଠରେ ସମସ୍ତଙ୍କୁ ମନୋରଞ୍ଜନ ବି କରାଉଥିଲେ। ହେଲେ ଏବେ ମହାବୀରଙ୍କ ଜୀବନରେ ସତେ ଯେମିତି କଳାବାଦଲ ଖେଳି ଯାଇଛି। କାରଣ ତାଙ୍କୁ ଭଲ କରିବାକୁ ଯାଇ ଘରେ ଯାହା ଥିଲା ସବୁ ବିକି ଭାଙ୍ଗି ସାରି ଦେଲେଣି ବାପା ରମେଶ। ଏବେ ଘରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା ବି କଷ୍ଟକର । ପୁଅ ମହାବୀରଙ୍କ କିଡନୀ ପ୍ରତିରୋପଣ ପାଇଁ ସରକାରଙ୍କ ସହଯୋଗ କାମନା କରିଛନ୍ତି ବାପା ରମେଶ ଓ ମା ପାର୍ବତୀ ପାତ୍ର।

ମହାବୀରଙ୍କୁ ସରକାରୀ ସହାୟତା ମିଳିଲେ ସେ ନୂଆ ଦୁନିଆ ଦେଖିବା ସହିତ ପୁଣି ଥରେ ତାଙ୍କ ପରିବାରର ସଂଙ୍କଟମୋଚକ ହୋଇ ଠିଆ ହୋଇପାରନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe