କନକବ୍ୟୁରୋ : ଗୃହରେ ଉଠିଲା ଜିଲ୍ଲା ଭିତ୍ତିକ ପ୍ରସଙ୍ଗ , ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ । ସେ କହିଛନ୍ତି କୋରାପୁଟ ଓ ରାୟଗଡାରେ ଆନ୍ଦୋଳନ ଚାଲିଛି କମ ଦରମାରେ, ଯୁବକ ଓ ଯୁବତୀ ମାନେ ,କିପରି ଅନ୍ୟ ଦୂର ଜିଲ୍ଲାକୁ ଯାଇ କାମ କରିବେ ବୋଲି ପ୍ରଶ୍ନ କରିଛନ୍ତି ।
ଏହାପରେ ସରକାର କହୁଛନ୍ତି ଯେ ଏ ସରକାର ଲୋକଙ୍କ ପାଇଁ କାମ କରନ୍ତି କିନ୍ତୁ ଏଠି ଏହାର ଚିତ୍ର ସ୍ପଷ୍ଟ ହୋଇଯାଇଛି । ସରକାର ଲୋକଙ୍କପ ପାଇଁ କାମ କରନ୍ତୁ ନଚଟେ ଏହାର ଆନ୍ଦୋଳନ କରାଯିବା ନେଇ ଗୃହରେ ଉତ୍ତ୍ର ରଖିଛନ୍ତି । ଏଥିସହ ପୁବତଟ ରେଳପଥରେ ରେଳବାଇକୁ ପରିସୀମା କୁ ଅଣଦେଖା ମଧ୍ୟ କରାଯାଇଛି , ଏହି କଥାରେ ସ୍ୱର ମିଳାଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/28/fGdw9Jmj9UziIoX5YL86.jpg)