ଜୋର ଧରୁଛି ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି: ବିଜେପି-ବିଜେଡି ବୟାନବାଜି

Advertisment

ତତ୍କାଳୀନ ମନ୍ତ୍ରୀ ସ୍ବଗତ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରୁଥିବା ବେଳେ ଏହାକୁ ନେଇ ବୟାନବାଜି ମଧ୍ୟ ଚାଲିଛି। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ସରକାର ନିଜ ଆଡୁ ତଦନ୍ତ କରିପାରିବ କି ନାହିଁ ସେ ଜାଣିନାହାନ୍ତି।

17LJKJN

Photograph: (KANAK NEWS)

କନକ ବ୍ୟୁରୋ: ତତ୍କାଳୀନ ମନ୍ତ୍ରୀ ସ୍ବଗତ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରୁଥିବା ବେଳେ ଏହାକୁ ନେଇ ବୟାନବାଜି ମଧ୍ୟ ଚାଲିଛି। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, ସରକାର ନିଜ ଆଡୁ ତଦନ୍ତ କରିପାରିବ କି ନାହିଁ ସେ ଜାଣିନାହାନ୍ତି। କିନ୍ତୁ ନବଙ୍କ ପରିବାର ଲେଖିକି ଦେଲେ, ସେ ସରକାରଙ୍କ ପାଖରେ ଅନୁରୋଧ କରିବେ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ସେପଟେ ନବଙ୍କ ଝିଅ ଦୀପାଳି ଦାସ ଲିଖିତ ଭାବେ ଦେବାକୁ ଦାବି କରିଛନ୍ତି ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। କିନ୍ତୁ ତଦନ୍ତ ସ୍ବଚ୍ଛତାର ସହ ହେବା ଦରକାର ବୋଲି କହିଛନ୍ତି ବଦ୍ରି ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe