ରାଜଧାନୀରେ ଦିନ ୧ଟାରୁ ବନ୍ଦ ରହିବ ସ୍କୁଲ ; ନିଷ୍ପତି ନେଲେ ରାଜ୍ୟ ସରକାର

Advertisment

କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜଧାନୀ ବିଏମସି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଦିନ ୧ଟାରୁ ସ୍କୁଲ ବନ୍ଦ ରହିବ । ସ୍କୁଲ ବନ୍ଦ ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ରାଜ୍ୟ ସରକାର ।

କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜଧାନୀ ବିଏମସି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଦିନ ୧ଟାରୁ ସ୍କୁଲ ବନ୍ଦ ରହିବ । ସ୍କୁଲ ବନ୍ଦ ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ରାଜ୍ୟ ସରକାର ।

22øûþòùò

କନକ ବ୍ୟୁରୋ : ଡିଜିିପି ସମ୍ମିଳନୀରେ ଯୋଗ ଦେବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସମ୍ମିଳନୀରେ ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ହେବ ଆଲୋଚନା । ସେଥିପାଇଁ କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରାଜଧାନୀ ବିଏମସି ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଦିନ ୧ଟାରୁ ସ୍କୁଲ ବନ୍ଦ ରହିବ । ସ୍କୁଲ ବନ୍ଦ ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ରାଜ୍ୟ ସରକାର । ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ । ଏହି ଆଶଙ୍କାରେ ଆଜି ହାଫ୍ ଡେ' ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe