ମହାଶିବରାତ୍ରୀରେ ଘୋଷଣା କରାଗଲା କେଦାରନାଥ ଧାମର ଦ୍ୱାର ଖୋଲିବା ତାରିଖ ।

Advertisment

ସାମ୍ନାକୁ ଆସିଛି ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବାର ସମୟ ଓ ତାରିଖ । ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଶ୍ରୀ କେଦାରନାଥ ଧାମର ଦ୍ୱାର ୨ ମଇ ତାରିଖ ଶୁଭ ମୁହୂର୍ତ୍ତ ସକାଳ ୭ଟାରେ ଖୋଲାଯିବ । ଆଚାର୍ଯ୍ୟଙ୍କ ଦ୍ୱାରା ଗଣନା କରି ପବିତ୍ର ମହାଶିବରାତ୍ରିରେ ବାବା କେଦାରନାଥଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି ।

wefre

କନକ ବ୍ୟୁରୋ : ମହାଶିବରାତ୍ରି ଅବସରରେ ସାରା ଦେଶରେ ଥିବା ଶୈବ ପୀଠରେ ଆଧ୍ୟତ୍ମିକ ପରିବେଶ ସହ ଚାଲିଛି ପୂଜାର୍ଚ୍ଚନା । ଏହାରି ଭିତରେ ସାମ୍ନାକୁ ଆସିଛି ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବାର ସମୟ ଓ ତାରିଖ । ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ଶ୍ରୀ କେଦାରନାଥ ଧାମର ଦ୍ୱାର ୨ ମଇ ତାରିଖ ଶୁଭ ମୁହୂର୍ତ୍ତ ସକାଳ ୭ଟାରେ ଖୋଲାଯିବ । ଆଚାର୍ଯ୍ୟଙ୍କ ଦ୍ୱାରା ଗଣନା କରି ପବିତ୍ର ମହାଶିବରାତ୍ରିରେ ବାବା କେଦାରନାଥଙ୍କ ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି ।

ପରମ୍ପରା ଅନୁସାରେ ପ୍ରତି ବର୍ଷ ଶୀତ ଋତୁ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପରମ୍ପରା ଅନୁସାରେ ପୂଜା ପାଆନ୍ତି । ୬ ମାସ ପାଇଁ ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ ଓଁକାରେଶ୍ୱର ମନ୍ଦିର ଉଖିମଠରେ ପୂଜା କରାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe