ସାବତ ପୁଅକୁ ନିର୍ମମ ହତ୍ୟା ଅଭିଯୋଗରେ ବାପାଙ୍କୁ ଆଜୀବନ କାରାଦଣ୍ଡ ,ଆଜୀବନ କରାଦଣ୍ଡ ଶୁଣାଇଲେ କୋର୍ଟ

Advertisment

ହତ୍ୟାକାରୀ ବାପାକୁ ଆଜୀବନ କାରା ଦଣ୍ଡାଦେଶ। ଭୁବନେଶ୍ବର ଏଡିଜେ କୋର୍ଟ-୨ ବନ୍ଦନା କରଙ୍କ ବଡ଼ ରାୟ। ନିଜ ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦାଶରଥୀ ଟୁଡୁ

ହତ୍ୟାକାରୀ ବାପାକୁ ଆଜୀବନ କାରା ଦଣ୍ଡାଦେଶ। ଭୁବନେଶ୍ବର ଏଡିଜେ କୋର୍ଟ-୨ ବନ୍ଦନା କରଙ୍କ ବଡ଼ ରାୟ। ନିଜ ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦାଶରଥୀ ଟୁଡୁ

odisha

କନକବ୍ୟୁରୋ:ହତ୍ୟାକାରୀ ବାପାକୁ ଆଜୀବନ କାରା ଦଣ୍ଡାଦେଶ। ଭୁବନେଶ୍ବର ଏଡିଜେ କୋର୍ଟ-୨ ବନ୍ଦନା କରଙ୍କ ବଡ଼ ରାୟ। ନିଜ ସାବତ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଦାଶରଥୀ ଟୁଡୁ। ୨୦୧୯ ମସିହା, ମାର୍ଚ୍ଚ ୧୧ ତାରିଖରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ପାଞ୍ଚ ବର୍ଷର ପୁଅକୁ ଗୋଡ଼ ଧରି କାନ୍ଥରେ ପିଟିବା ସହ ପେଟରେ ଛିଡ଼ା ହୋଇ ମାରିଦେଇଥିଲା ବାପା। ଆଇପିସି ଧାରା ୨୦୩ରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ହତ୍ୟାକାଣ୍ଡ ପରେ ଅପମୃତ୍ୟୁ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲା ଜହ୍ଲାଦ ବାପା। ଏନେଇ ମଞ୍ଚେଶ୍ବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe