୨୦୨୫ରେ ହ୍ରାସ ପାଇବ ଦେଶର ଅଭିବୃଦ୍ଧି ହାର: ଗତ ବର୍ଷ ତୁଳନାରେ ଆହୁରି କମିବା ଆଶଙ୍କା

Advertisment

୨୦୨୫ରେ କମିବ ଭାରତର ଜିଡିପି! ଭାରତୀୟ ଅର୍ଥନୀତି ପାଇଁ ବର୍ଷ ୨୦୨୫ ଖରାପ ଖବର ଆଣିଛି । ଯାହା ଏବେ ସରକାରୀ ତଥ୍ୟରୁ ଜଣାପଡିଛି । ସଦ୍ୟ ପ୍ରକାଶିତ ତଥ୍ୟ କହୁଛି, ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ଗତ ବର୍ଷ ତୁଳନାରେ କମ ରହିବ ।

୨୦୨୫ରେ କମିବ ଭାରତର ଜିଡିପି! ଭାରତୀୟ ଅର୍ଥନୀତି ପାଇଁ ବର୍ଷ ୨୦୨୫ ଖରାପ ଖବର ଆଣିଛି । ଯାହା ଏବେ ସରକାରୀ ତଥ୍ୟରୁ ଜଣାପଡିଛି । ସଦ୍ୟ ପ୍ରକାଶିତ ତଥ୍ୟ କହୁଛି, ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ଗତ ବର୍ଷ ତୁଳନାରେ କମ ରହିବ ।

WDWDW

କନକ ବ୍ୟୁରୋ: ୨୦୨୫ରେ କମିବ ଭାରତର ଜିଡିପି! ଭାରତୀୟ ଅର୍ଥନୀତି ପାଇଁ ବର୍ଷ ୨୦୨୫ ଖରାପ ଖବର ଆଣିଛି । ଯାହା ଏବେ ସରକାରୀ ତଥ୍ୟରୁ ଜଣାପଡିଛି । ସଦ୍ୟ ପ୍ରକାଶିତ ତଥ୍ୟ କହୁଛି, ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ଗତ ବର୍ଷ ତୁଳନାରେ କମ ରହିବ । ଗତ ବର୍ଷ ଏହା ୮.୨% ପ୍ରତିଶତ ରହିଥିଲା କିନ୍ତୁ ଏହା ଚଳିତ ବର୍ଷ ଖସିଆସି ୬.୪% ପ୍ରତିଶତ ହାରରେ ବଢିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ତଥ୍ୟ କହୁଛି,

୨୦୨୫ରେ କମିବ ଜିଡିପି!
୨୦୨୫ରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ
ଗତ ବର୍ଷ ତୁଳନାରେ ଆହୁରି କମ ରହିପାରେ ଜିଡିପି
ସରକାରୀ ତଥ୍ୟ କହୁଛି, ୨୫ରେ ଜିଡିପି ୬.୪% ପ୍ରତିଶତ ରହିବ
ଗତବର୍ଷ ଏହି ହାର ୮.୨% ପ୍ରତିଶତ ରହିଥିଲା
ଏନଏସଓ ରିପୋର୍ଟରେ ଏଭଳି ଅନୁମାନ କରାଯାଉଛି
ଆରବିଆଇ ଚଳିତ ବର୍ଷ ପାଇଁ ୬.୬% ଅଭିବୃଦ୍ଧି ଆକଳନ କରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe