କନକ ବ୍ୟୁରୋ: ୨୦୨୫ରେ କମିବ ଭାରତର ଜିଡିପି! ଭାରତୀୟ ଅର୍ଥନୀତି ପାଇଁ ବର୍ଷ ୨୦୨୫ ଖରାପ ଖବର ଆଣିଛି । ଯାହା ଏବେ ସରକାରୀ ତଥ୍ୟରୁ ଜଣାପଡିଛି । ସଦ୍ୟ ପ୍ରକାଶିତ ତଥ୍ୟ କହୁଛି, ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ଗତ ବର୍ଷ ତୁଳନାରେ କମ ରହିବ । ଗତ ବର୍ଷ ଏହା ୮.୨% ପ୍ରତିଶତ ରହିଥିଲା କିନ୍ତୁ ଏହା ଚଳିତ ବର୍ଷ ଖସିଆସି ୬.୪% ପ୍ରତିଶତ ହାରରେ ବଢିବ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ବାରା ପ୍ରକାଶିତ ତଥ୍ୟ କହୁଛି,
୨୦୨୫ରେ କମିବ ଜିଡିପି!
୨୦୨୫ରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ
ଗତ ବର୍ଷ ତୁଳନାରେ ଆହୁରି କମ ରହିପାରେ ଜିଡିପି
ସରକାରୀ ତଥ୍ୟ କହୁଛି, ୨୫ରେ ଜିଡିପି ୬.୪% ପ୍ରତିଶତ ରହିବ
ଗତବର୍ଷ ଏହି ହାର ୮.୨% ପ୍ରତିଶତ ରହିଥିଲା
ଏନଏସଓ ରିପୋର୍ଟରେ ଏଭଳି ଅନୁମାନ କରାଯାଉଛି
ଆରବିଆଇ ଚଳିତ ବର୍ଷ ପାଇଁ ୬.୬% ଅଭିବୃଦ୍ଧି ଆକଳନ କରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/01/07/SLqVho6cegtY5viDYF2V.jpg)