ଖୁବଶୀଘ୍ର ମାଓବାଦ ମୁକ୍ତ ହେବ ଦେଶ : ଗତ ୭୫ଘଣ୍ଟାରେ ଆତ୍ମସମର୍ପଣ କରିଛନ୍ତି ୩୦୩ ମାଓବାଦୀ

ଦେଶ ଖୁବଶୀଘ୍ର ମାଓବାଦୀ ମୁକ୍ତ ହେବ ।  ସେହି ସମୟ ଦୂର ନୁହେଁ ଯେତେବେଳେ ଦେଶରୁ ମାଓବାଦ ଲୋପ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

20

Photograph: (kanaknews)

କନକବ୍ୟୁରୋ : ଦେଶ ଖୁବଶୀଘ୍ର ମାଓବାଦୀ ମୁକ୍ତ ହେବ ।  ସେହି ସମୟ ଦୂର ନୁହେଁ ଯେତେବେଳେ ଦେଶରୁ ମାଓବାଦ ଲୋପ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତ କିଛି ଦିନ ହେଲା ଛତିଶଗଡ଼ ଓ ମହାରାଷ୍ଟ୍ରରେ ଲଗାତର ଭାବେ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି ।   ଗତ ୭୫ଘଣ୍ଟା ଭିତରେ ୩୦୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।  ମାଓବାଦୀଙ୍କ ଆତ୍ମସମର୍ପଣକୁ ମନେ ପକାଇ ମୋଦୀ କହିଛନ୍ତି ଯେ ଏବେ ଏହା ବିଶ୍ବାସ କରାଯାଇପାରେ ଯେ ମାଓବାଦ ଏବେ ଇତିହାସ ହେବାକୁ ଲାଗିଲାଣି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶରୁ ମାଓବାଦ ମୂଳପୋଛ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe