ଦିନକ ପରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ : ସାମିଲ ହେବ ୧୦ଟି ପ୍ରଜ୍ଞାପନ ମେଢ଼ ସହ ୪ଟି ସାଂସ୍କୃତିକ ଦଳ

Advertisment

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ କର୍ତ୍ତବ୍ୟପଥରେ ଚାଲିଛି ଭାରତୀୟ ସେନାର ଜୋରଦାର ପ୍ରସ୍ତୁତ । ପରେଡ୍ ରେ ଯୋଗ ଦେଉଥିବା ଏକ ଯାନର ନାଁ ହେଉଛି ନନ୍ଦିଘୋଷ, ଯାହା ଏକ ଦ୍ରୁତ ଯୁଦ୍ଧ ଯାନ, ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ୱରୋପ କରେ ।

Updated On

ଅଦ୍ୟତନ ହୋଇଛି
republic day

republic day Photograph: (KanakNews )

କନକବ୍ୟୁରୋ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ କର୍ତ୍ତବ୍ୟପଥରେ ଚାଲିଛି ଭାରତୀୟ ସେନାର ଜୋରଦାର ପ୍ରସ୍ତୁତ । ପରେଡ୍ ରେ ଯୋଗ ଦେଉଥିବା ଏକ ଯାନର ନାଁ ହେଉଛି ନନ୍ଦିଘୋଷ, ଯାହା ଏକ ଦ୍ରୁତ ଯୁଦ୍ଧ ଯାନ, ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ୱରୋପ କରେ ।  ଭଗବାନ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ହୋଇଥିବାରୁ ଏହି ଯାନର ନାମ ନନ୍ଦିଘୋଷ ରଖାଯାଇଛି  ବୋଲି ମେଜର ରାଧିକା କହିଛନ୍ତି,ଯେମିତି ମହାପ୍ରଭୁଙ୍କ ରଥ ଆଗକୁ ବଢିବା  ବେଳେ ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ ରଥ ଆଗକୁ ବଢେ ସେହିଭଳି ଏହି ଯାନ ମଧ୍ୟ ଆଗକୁ ବଢିବ ଏବଂ ସୁବଠାରୁ ବଡ କଥା ହେଉଛି ଏହି ନନ୍ଦିଘୋଷ  ଯାନକୁ ଜାତିସଂଘ ତରଫରୁ ଲେବାନନରେ ଅପରେସନ ପାଇଁ ନିୟୋଜିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe