ଭାଙ୍ଗିଲା କନଭେୟର ବେଲ୍ଟ । ରାଜଗାଙ୍ଗପୁର-ରାଉରକେଲା ରାସ୍ତା ବନ୍ଦ, ଯାତାୟତ ବାଧାପ୍ରାପ୍ତ

Advertisment

ଭାଙ୍ଗିଲା କନଭେୟର ବେଲ୍ଟ । ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଭାଙ୍ଗିଲା କନଭେୟର ବେଲ୍ଟ । ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

conveyor belt

କନକ ବ୍ୟୁରୋ : ଭାଙ୍ଗିଲା କନଭେୟର ବେଲ୍ଟ । ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କନଭେୟର ବେଲ୍ଟ ଭାଙ୍ଗିବା ଯୋଗୁଁ ବନ୍ଦ ହେଲା ରାଜଗାଙ୍ଗପୁର ମୁଖ୍ୟ ରାସ୍ତା । ମୁଖ୍ୟ ରାସ୍ତାକୁ ସଂଯୋଗ କରିଥାଏ ଏହି କନଭେୟର । 

ସୂଚନା ଅନୁସାରେ, ଲାଇନ୍ ଟୁ’ରୁ ଲାଇନ୍ ୱାନକୁ ଯାଉଥିବା କନଭେୟର ବେଲ୍ଟ ହଠାତ ଧସେଇ ଯାଇଥିଲା । ଫଳରେ ରାଉରକେଲା-ରାଜଗାଙ୍ଗପୁରକୁ ପ୍ରବେଶ ଦ୍ବାର ବନ୍ଦ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe