କନକ ବ୍ୟୁରୋ : ଭାଙ୍ଗିଲା କନଭେୟର ବେଲ୍ଟ । ରାଜଗାଙ୍ଗପୁରରେ ଥିବା ଏକ ସିମେଣ୍ଟ କାରଖାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କନଭେୟର ବେଲ୍ଟ ଭାଙ୍ଗିବା ଯୋଗୁଁ ବନ୍ଦ ହେଲା ରାଜଗାଙ୍ଗପୁର ମୁଖ୍ୟ ରାସ୍ତା । ମୁଖ୍ୟ ରାସ୍ତାକୁ ସଂଯୋଗ କରିଥାଏ ଏହି କନଭେୟର ।
ସୂଚନା ଅନୁସାରେ, ଲାଇନ୍ ଟୁ’ରୁ ଲାଇନ୍ ୱାନକୁ ଯାଉଥିବା କନଭେୟର ବେଲ୍ଟ ହଠାତ ଧସେଇ ଯାଇଥିଲା । ଫଳରେ ରାଉରକେଲା-ରାଜଗାଙ୍ଗପୁରକୁ ପ୍ରବେଶ ଦ୍ବାର ବନ୍ଦ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/26/OSTwHa3VGpOTDntCC3X6.jpg)