କନକ ବ୍ୟୁରୋ : ଦୀର୍ଘ ଦିନ ପରେ ଚଳ ଚଞ୍ଚଳ କଂଗ୍ରେସ ଭବନ। କେନ୍ଦ୍ରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ବିଜେପି ଓ ସହଯୋଗୀ ଦଳର ନେତାମାନେ ଆପତ୍ତିଜନକ ମନ୍ତବ୍ୟକୁ ବିରୋଧ କରି ରାଜ୍ୟ କଂଗ୍ରେସର ବିକ୍ଷୋଭ। ମାଷ୍ଟର କ୍ୟାଣ୍ଟିନରେ କଂଗ୍ରେସର ଶତାଧିକ କର୍ମୀ ଆନ୍ଦୋଳନ କରିବା ସହ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ବିଜେପି ସରକାର ବିରୋଧରେ ପ୍ରତିବାଦ କରୁଛି କଂଗ୍ରେସ। ରାଜ୍ୟରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
ରାଜଧାନୀରେ କଂଗ୍ରେସର ରଣହୁଙ୍କାର । ରାହୁଲ ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ରାଜଧାନୀରେ ଆନ୍ଦୋଳନ
କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ବିଜେପି ସରକାର ବିରୋଧରେ ପ୍ରତିବାଦ କରୁଛି କଂଗ୍ରେସ। ରାଜ୍ୟରେ ମହମ୍ମଦ ମୋକିମଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
/kanak/media/media_files/dZb4rIkqt6XZrgjzDFI9.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)