ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଘମାଘୋଟ ଲଢ଼େଇ ; ପୁଣି ମିଜାଇଲ ମାଡ଼ କଲା ହିଜବୁଲ୍ଲା

Advertisment

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ । ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ । ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

esrail

କନକ ବ୍ୟୁରୋ : ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ । ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣ ଇସ୍ରାଏଲର ଉତ୍ତର ଭାଗରେ ହୋଇଛି । ହମାସ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ପାଲଟା କାର୍ୟ୍ୟାନୁଷ୍ଠାନଗ୍ରହଣ କରିଛି । ଇସ୍ରାଏଲ ପଟୁ ରକେଟ ମାଡରେ ଲେବାବନରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe