କନକ ବ୍ୟୁରୋ : ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। ଗତକାଲି ରାତିରେ ପୁଣି ମୁହାଁମୁହିଁ ହୋଇଛନ୍ତି ହମାସ ଓ ଇସ୍ରାଏଲ । ହମସା ଗୋଷ୍ଠୀ ଲେବାବନରୁ ଇସ୍ରାଏଲକୁ ରକେଟ ମାଡ କରିଛି । ଏଥିରେ ଇସ୍ରାଏଲର ୭ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଆକ୍ରମଣ ଇସ୍ରାଏଲର ଉତ୍ତର ଭାଗରେ ହୋଇଛି । ହମାସ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ସେହିପରି ଇସ୍ରାଏଲ ମଧ୍ୟ ପାଲଟା କାର୍ୟ୍ୟାନୁଷ୍ଠାନଗ୍ରହଣ କରିଛି । ଇସ୍ରାଏଲ ପଟୁ ରକେଟ ମାଡରେ ଲେବାବନରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)