ଅଫିସରମାନେ ଅନୁପସ୍ଥିତ ଥିବାରୁ ଦୀର୍ଘ ସମୟ ଧରି ଆରମ୍ଭ ହୋଇପାରୁନି ସିଏମସି ବୈଠକ: ବୈଠକ ଆରମ୍ଭ କରାଇ ଦେଉନାହାଁନ୍ତି କର୍ପୋରେଟର

Advertisment

ଚାରି ଘଣ୍ଟା ବିଳମ୍ବ ସତ୍ତ୍ୱେ ଆରମ୍ଭ ହୋଇପାରୁନି ସିଏମସି ବୈଠକ । ଅଫିସର ମାନେ ଅନୁପସ୍ଥିତ ଥିବାରୁ ବୈଠକ ଆରମ୍ଭ କରାଇ ଦେଉ ନାହାଁନ୍ତି କିଛି କର୍ପୋରେଟର । ଆଜି ବୈଠକରେ ବାଲିଯାତ୍ରାରେ ସଫେଇ ପରିମଳ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବାର ଥିଲା ।

wsdw

କନକ ବ୍ୟୁରୋ: ଚାରି ଘଣ୍ଟା ବିଳମ୍ବ ସତ୍ତ୍ୱେ ଆରମ୍ଭ ହୋଇପାରୁନି ସିଏମସି ବୈଠକ । ଅଫିସର ମାନେ ଅନୁପସ୍ଥିତ ଥିବାରୁ ବୈଠକ ଆରମ୍ଭ କରାଇ ଦେଉ ନାହାଁନ୍ତି କିଛି କର୍ପୋରେଟର । ଆଜି ବୈଠକରେ ବାଲିଯାତ୍ରାରେ ସଫେଇ ପରିମଳ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବାର ଥିଲା । ସେପଟେ କଟକ ବାଲିଯାତ୍ରାକୁ ନେଇ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଉପର ପଡିଆରେ ବାଲିଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଏହାସହ ହାଇକୋର୍ଟ କହିଛନ୍ତି, ଜିଲ୍ଲାପାଳ ବିଭିନ୍ନ ବିଭାଗ ସହ ଆଲୋଚନା କରନ୍ତୁ । ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe