ସକାଳୁ ମର୍ଣ୍ଣିଂ ଓ୍ୱାକ୍ କଲେ, ନାଲି ଚା’ ପିଇଲେ । ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

Advertisment

୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳୁ କେନ୍ଦୁଝର ଷ୍ଟାଡିଅମ୍‌ରେ ପହଞ୍ଚି ପ୍ରାତଃ ଭ୍ରମଣ କରିବା ସହ ଲୋକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ।

୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳୁ କେନ୍ଦୁଝର ଷ୍ଟାଡିଅମ୍‌ରେ ପହଞ୍ଚି ପ୍ରାତଃ ଭ୍ରମଣ କରିବା ସହ ଲୋକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ।

cm morning walk

କନକ ବ୍ୟୁରୋ: ୩ ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସକାଳୁ କେନ୍ଦୁଝର ଷ୍ଟାଡିଅମ୍‌ରେ ପହଞ୍ଚି ପ୍ରାତଃ ଭ୍ରମଣ କରିବା ସହ ଲୋକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାପରେ ସମ୍ବାଦର କ୍ଲାଇମେଟ୍ ପଞ୍ଚୟତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ କେନ୍ଦୁଝରର ବିଭିନ୍ନ କାର୍ଯ୍ୟକ୍ରମ ସାରି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ବାରିପଦା ଛଉପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । 

‘ମୋ ଫିଟନେସ୍ ପଛରେ ମର୍ଣ୍ଣିଂ ଓ୍ୱାକ୍’

#Exclusive ‘#ମୋ_ଫିଟନେସ୍_ପଛରେ_ମର୍ଣ୍ଣିଂ_ଓ୍ୱାକ୍’ ନିଜ ଫିଟନେସ୍ ପଛର ରହସ୍ୟ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ବିଧାୟକ ହେବା ପରଠୁ ମର୍ଣ୍ଣିଂ ଓ୍ୱାକ୍ କରୁଛି । ମର୍ଣ୍ଣିଂ ଓ୍ୱାକ୍ କରିବା ଦ୍ୱାରା ଡାଇବେଟିସ୍ ନିୟନ୍ତ୍ରଣରେ ଅଛି । #MohanMajhi #MorningWalk #Keonjhar #KanakNews

Posted by Kanak News on Friday, September 20, 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe