କନକ ବ୍ୟୁରୋ : ଘର ଆଗରେ ଜଳିଗଲା କାର। କାମାକ୍ଷାନଗର ଚୁଳିଆ ଗାଁରେ ଘର ସାମ୍ନାରେ ଛିଡାହୋଇ ଥିବା ବେଳେ ଏକ କାର ଜଳିଯାଇଛି। ଗାଁର ଅନୀଲ ସାହୁଙ୍କ କାର ବିଳମ୍ବିତ ରାତିରେ ହଠାତ ଜଳୁଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିବା ବେଳେ କାରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି।
ଘର ଆଗରେ ଜଳିଗଲା ଛିଡା ହୋଇଥିବା କାର । କେହି ନିଆଁ ଲଗାଇଦେଇଥିବା ସନ୍ଦେହ
Advertisment
Follow Us