ବୌଦ୍ଧ ଜଙ୍ଗଲ ସାରା ସବୁଜ ଜହର । ଅବକାରୀ ବିଭାଗ କାଟୁଛି ଯେତେ ମାଡୁଛି ସେତେ । ୧୦ ବର୍ଷ ହେବ ଚାଲିଛି ସ୍ପେଶାଲ ଡ୍ରାଇଭ୍

Advertisment

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ୨୦୨୩ରେ ୧, ୧୯୩ ଏକର ଜମିରେ ୧୩, ୬୧, ୪୦୦  ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ୨୦୨୪ରେ ୬, ୯୧୦ ଏକର ଜାଗାରୁ ୭୪, ୬୬, ୦୬୮ ଗଞ୍ଜେଇ ଗଛ  କଟାଯାଇଥିଲା।। ଚଳିତ ବର୍ଷ, ଜାନୁଆରୀ ମାସରେ ୧, ୪୮୭ ଏକର ଜଙ୍ଗଲ ଜମିରୁ ୧୬, ୯୯, ୭୦୯   ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏବର୍ଷ ୩୧ଟି ମାମଲା ପଞ୍ଜିକୃତ ହୋଇଛି। ବର୍ଷ ଆରମ୍ଭରୁ ଏତେ, ଆଗକୁ କେତେ? ବୋଲି ପ୍ରଶ୍ନ ଉଠିଛି। ୧୦ ବର୍ଷ ହେଲା ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ହେଲେ ଯଥା ପୂର୍ବ  ତଥା ପର।... 

26 boudha

26 boudha Photograph: (26 boudha)

କନକ ବ୍ୟୁରୋ :  ବୌଦ୍ଧ ଜିଲ୍ଲାରେ ବଢୁଛି ଗଞ୍ଜେଇ ଚାଷ। ସଂରକ୍ଷିତ ଜଙ୍ଗଲରେ ଗଛ କାଟି ବେଧଡ଼କ ଚାଲିଛି ଗଞ୍ଜେଇ ଚାଷ। ବଘିଆପଡ଼ା, ଶଗଡ଼ା, ମନମୁଣ୍ଡା, କଣ୍ଟାମାଳ, ବାଉଁଶୁଣି, ଘଣ୍ଟାପଡ଼ାର ଆଭ୍ୟନ୍ତରୀଣ ଗାଁରେ ଶହଶହ ଏକର ଜମିରେ ମାଫିଆ ଗଞ୍ଜେଇ ଚାଷ କରୁଛନ୍ତି। ଏ ବର୍ଷ ନୂଆ କରି ଏ ତାଲିକାରେ ଯୋଡ଼ି ହୋଇଛି ହରଭଙ୍ଗା ଓ ପୁରୁଣାକଟକ ଥାନା ଅନ୍ତର୍ଗତ କିଛି ଆଦିବାସୀ ଗାଁ। ଜିଲ୍ଲାର ପ୍ରାୟ ସବୁ ଜଙ୍ଗଲ ମାଫିଆଙ୍କ କବଜାରେ ଅଛି ଓ ଏଥିରେ କିଛି ସରକାରୀ କର୍ମଚାରୀ ସହଯୋଗ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।... 

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,  ୨୦୨୩ରେ ୧, ୧୯୩ ଏକର ଜମିରେ ୧୩, ୬୧, ୪୦୦  ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ୨୦୨୪ରେ ୬, ୯୧୦ ଏକର ଜାଗାରୁ ୭୪, ୬୬, ୦୬୮ ଗଞ୍ଜେଇ ଗଛ  କଟାଯାଇଥିଲା।। ଚଳିତ ବର୍ଷ, ଜାନୁଆରୀ ମାସରେ ୧, ୪୮୭ ଏକର ଜଙ୍ଗଲ ଜମିରୁ ୧୬, ୯୯, ୭୦୯   ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏବର୍ଷ ୩୧ଟି ମାମଲା ପଞ୍ଜିକୃତ ହୋଇଛି। ବର୍ଷ ଆରମ୍ଭରୁ ଏତେ, ଆଗକୁ କେତେ? ବୋଲି ପ୍ରଶ୍ନ ଉଠିଛି। ୧୦ ବର୍ଷ ହେଲା ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ହେଲେ ଯଥା ପୂର୍ବ  ତଥା ପର ।... 

ଗଞ୍ଜେଇ ଚାଷ ନେଇ ବନ ବିଭାଗ, ପୁଲିସ, ଅବକାରୀ ଓ ରାଜସ୍ବ ବିଭାଗ ଅଧିକାରୀ ଆଗୁଆ ଜଣିପାରୁନାହାନ୍ତି କେମିତି? କରୁଛନ୍ତି କ'ଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe