ଘର ଗ୍ୟାରେଜ ଆଗରୁ ଚୋରି ହୋଇଗଲା ବାଇକ୍ । କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

Advertisment

ଆପଣ ଆପଣଙ୍କ ଘର ଗ୍ୟାରେଜରେ ବାଇକ୍ ରଖି ଘରେ ଶୋଇଥିବେ, କିନ୍ତୁ ଗ୍ୟାରେଜରୁ ବାଇକ୍ ଚୋରିଯିବ। ବିଶ୍ବାସ ହେଉନଥିବ, କିନ୍ତୁ ଏମିତି ହିଁ ଘଟିଛି ଗଞ୍ଜାମ ଖଲିକୋଟରେ। ଗ୍ୟାରେଜ ଆଗରୁ ଚୋରି ହୋଇଛି ବାଇକ। ସିସିଟିଭିରେ କଏଦ୍‌ ହୋଇଛି ଚୋରି ବେଳର ଦୃଶ୍ୟ

233

କନକବ୍ୟୁରୋ :ଆପଣ ଆପଣଙ୍କ ଘର ଗ୍ୟାରେଜରେ ବାଇକ୍ ରଖି ଘରେ ଶୋଇଥିବେ, କିନ୍ତୁ ଗ୍ୟାରେଜରୁ ବାଇକ୍ ଚୋରିଯିବ। ବିଶ୍ବାସ ହେଉନଥିବ, କିନ୍ତୁ ଏମିତି ହିଁ ଘଟିଛି ଗଞ୍ଜାମ ଖଲିକୋଟରେ। ଗ୍ୟାରେଜ ଆଗରୁ ଚୋରି ହୋଇଛି ବାଇକ ।

ସିସିଟିଭିରେ କଏଦ୍‌ ହୋଇଛି ଚୋରି ବେଳର ଦୃଶ୍ୟ । ୧୬ ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ଥିବା ଭବାନୀ ଗ୍ୟାରେଜରୁ ଗୋଟିଏ ବାଇକ୍ ଚୋରି ହୋଇଛି । ରାତି ୩ଟା ବେଳେ ଦୁର୍ବୃତ୍ତଟି ମାଷ୍ଟର ଚାବି ସାହାଯ୍ୟରେ ବାଇକ୍ ଚୋରି କରି ଚମ୍ପଟ୍ ମାରିଛି। ବାଇକଟି ଗ୍ୟାରେଜ ମାଲିକ କୁନାଲ ପ୍ରଧାନଙ୍କର ବୋଲି ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe