ଖତ ଖାଉଛି ଝୋଟ ବ୍ୟାଗ୍ । ବାଲେଶ୍ୱର ସୋର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଡିରହିଛି ହଜାର ହଜାର ବ୍ୟାଗ

Advertisment

ଖତ ଖାଉଛି ହଜାର ହଜାର ଝୋଟ ବ୍ୟାଗ। ବାଲେଶ୍ବର ସୋର ବ୍ଲକ ଯୋଗାଣ ଅଧିକାରୀଙ୍କ ଅଫିସରେ ପଡିରହିଛି ବ୍ୟାଗ୍। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ରାସନ କାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ।

ଖତ ଖାଉଛି ହଜାର ହଜାର ଝୋଟ ବ୍ୟାଗ। ବାଲେଶ୍ବର ସୋର ବ୍ଲକ ଯୋଗାଣ ଅଧିକାରୀଙ୍କ ଅଫିସରେ ପଡିରହିଛି ବ୍ୟାଗ୍। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ରାସନ କାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ।

wastage

କନକବ୍ୟୁରୋ: ଖତ ଖାଉଛି ହଜାର ହଜାର ଝୋଟ ବ୍ୟାଗ। ବାଲେଶ୍ବର ସୋର ବ୍ଲକ ଯୋଗାଣ ଅଧିକାରୀଙ୍କ ଅଫିସରେ ପଡିରହିଛି ବ୍ୟାଗ୍। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ରାସନ କାର୍ଡଧାରୀଙ୍କୁ ଦୁଇଟି ଲେଖାଏଁ ଝୋଟ ବ୍ୟାଗ ବାଣ୍ଟିଥିଲେ। ଏହି  ଝୋଟ ବ୍ୟାଗ ବଣ୍ଟନ ନାଁରେ ୨୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଏବେ ସୋର ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟରେ କିଭଳି ଖତ ଖାଉଛି ହଜାର ହଜାର ଝୋଟ ବ୍ୟାଗ ନଜର ପକାନ୍ତୁ। ଏହି ବ୍ୟାଗ ସବୁ କାହାର ସେନେଇ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ହଡବଡେଇ ଯାଇଥିଲେ। ଏଠି ପ୍ରଶ୍ନ ଉଠୁଛି, ଯେଉଁ ବ୍ୟାଗ୍ ଗୁଡିକ ବଳକା ରହିଛି, ସେସବୁ ଭୂତ ରାସନ୍ ହିତାଧିକାରୀଙ୍କର ନୁହେଁ ତ? ତାହା ଏବେ ପ୍ରଶ୍ନ ବାଚୀ ଛିଡା କରିଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe