ପହଲଗାମ ଆକ୍ରମଣ ଘଟଣା ପରେ ଆକ୍ସନରେ ସୁରକ୍ଷା ବାହିନୀ, ବର୍ତ୍ତମାନ ସୁଦ୍ଧା ୧୮୧ ଜଣଙ୍କୁ ପଚରାଉଚରା କରିଛନ୍ତି ସୁରକ୍ଷା ବଳ

Advertisment

ନରସଂହାର ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୁଲିସ । କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ।

ନରସଂହାର ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୁଲିସ । କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ।

୧୮୧ ସନ୍ଦିଗ୍ଧଙ୍କୁ ପଚରାଉଚରା

୧୮୧ ସନ୍ଦିଗ୍ଧଙ୍କୁ ପଚରାଉଚରା Photograph: (kanakNews)

କନକ ବ୍ୟୁରୋ: ପହଲଗାମ ଆକ୍ରମଣ ଘଟଣା ପରେ ଆକ୍ସନରେ ସୁରକ୍ଷା ବାହିନୀ । ଏହି ନରସଂହାର ପଛରେ ଆତଙ୍କବାଦୀଙ୍କୁ କେଉଁମାନେ ସହଯୋଗ କରିଥିଲେ ସେ ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୁଲିସ । ସୂଚନା ଅନୁସାରେ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୧୮୧ ଜଣଙ୍କୁ ପଚରାଉଚୁରା କରିଛନ୍ତି ସୁରକ୍ଷା ବଳ ।

ସେହିପରି ଆଉ ୪ଜଣଙ୍କୁ ପଚରାଉଚୁରା କରୁଛି ଏନଏନଆଇ ଟିମ୍ । ଏଥିସହ କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ପୁଲିସ ଓ ସେନା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇ ପଡିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe