କନକ ବ୍ୟୁରୋ: ପହଲଗାମ ଆକ୍ରମଣ ଘଟଣା ପରେ ଆକ୍ସନରେ ସୁରକ୍ଷା ବାହିନୀ । ଏହି ନରସଂହାର ପଛରେ ଆତଙ୍କବାଦୀଙ୍କୁ କେଉଁମାନେ ସହଯୋଗ କରିଥିଲେ ସେ ନେଇ ଅନୁସନ୍ଧାନ ଚଳାଇଛି ସେନା ଓ ପୁଲିସ । ସୂଚନା ଅନୁସାରେ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୧୮୧ ଜଣଙ୍କୁ ପଚରାଉଚୁରା କରିଛନ୍ତି ସୁରକ୍ଷା ବଳ ।
ସେହିପରି ଆଉ ୪ଜଣଙ୍କୁ ପଚରାଉଚୁରା କରୁଛି ଏନଏନଆଇ ଟିମ୍ । ଏଥିସହ କାଶ୍ମୀରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ପୁଲିସ ଓ ସେନା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/26/QhrDVJGvH7KeQkaItnty.jpg)