ବୀଣା ବାଦିନୀ ମ୍ୟୁଜିକ ସଂଗଠନର ବାର୍ଷିକ ଗାୟନଉତ୍ସବ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ହର୍ଷବର୍ଦ୍ଧନ ଉଗଦାତା

Advertisment

ଆଜି ବୀଣା ବାଦିନୀ ମ୍ୟୁଜିକ ସଂଗଠନ ତରଫରୁ ବାର୍ଷିକ ଗାୟନଉତ୍ସବ ଓ ବଣଭୋଜି ପାତ୍ରପଡ଼ାଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଠ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ କେଶବଚନ୍ଦ୍ର ସାହୁଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜି ବୀଣା ବାଦିନୀ ମ୍ୟୁଜିକ ସଂଗଠନ ତରଫରୁ ବାର୍ଷିକ ଗାୟନଉତ୍ସବ ଓ ବଣଭୋଜି ପାତ୍ରପଡ଼ାଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଠ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ କେଶବଚନ୍ଦ୍ର ସାହୁଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

1p

କନକବ୍ୟୁରୋ :  ଆଜି ବୀଣା ବାଦିନୀ ମ୍ୟୁଜିକ ସଂଗଠନ ତରଫରୁ ବାର୍ଷିକ ଗାୟନଉତ୍ସବ ଓ ବଣଭୋଜି ପାତ୍ରପଡ଼ାଠାରେ ଅନୁଷ୍ଠିତ ହୋଇଥିଲା  ।  ଏଥିରେ ବିଶିଷ୍ଠ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ କେଶବଚନ୍ଦ୍ର ସାହୁଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା  ।  ସଂଗଠିକା ଶ୍ରୀମତୀ ପଦ୍ମଜା ଦାସଙ୍କ ଦ୍ୱାରା ଆୟୋଜିତ ଏହି  କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ, ବାଲେଶ୍ୱରରୁ ବହୁ ଗାୟକ, ଗାୟିକା ଭାଗନେଇଥିଲେ 

 ଅବସରପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ହର୍ଷବର୍ଦ୍ଧନ ଉଗଦାତା ଏଥିରେ ମୁଖ୍ୟ ଅଂଶ ଗ୍ରହଣ କରିଥିଲେ  । ଭାଗନେଇଥିବା ଗାୟକ ଗାୟିକା  ସୁଦୀପ୍ତ ମହାନ୍ତି, ଶ୍ୟାମଳୀ ଉଦ୍ଗାତା, ରିମୁନ୍, ଅଳକା, ଆଲିନା, ଆରତୀ, ତିଲୋମା, ପ୍ରମିଳା ପତି, ଅନୁମିଶ୍ର ନମିତା ରାଉତ୍, ନମିତା ପାଢ଼ୀ, ମୋନାଲିସା, ଅମିତା, ବୁଲେଟ୍ ଭାଇ, ରାଧା ପ୍ରସନ୍ନ, ହରିଶ୍ଚନ୍ଦ୍ର ମହାନ୍ତି, ଯୋଜନଗନ୍ଧା ମହାନ୍ତି ଙ୍କୁ ସମ୍ମାନିତ କରାଯାଇଥିଲା ।  ମାଇଁ ଭଏସ୍ ଷ୍ଟୁଡିଓର ଶ୍ରୀ ପ୍ରଭାତ ମ୍ୟୁଜିକ୍ ସଂଯୋଜନା କରିଥିଲେ । ସର୍ବଶେଷରେ ଉପଦେଷ୍ଟା ଶ୍ରୀ ଚଣ୍ଡୀପ୍ରଦାସ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe