ଶୁଣିଲାନି ପ୍ରଶାସନ ରାସ୍ତା ତିଆରି କଲେ ଗ୍ରାମବାସୀ,  ଖାଲଖମାରେ ଭର୍ତ୍ତି ଥିଲା ବଜାର ରାସ୍ତା

ନିଜ ଖର୍ଚ୍ଚରେ ପଥର ଚିପ୍ସ ଓ ଗୁଣ୍ଡ ପକାଇ ରାସ୍ତାକୁ କଲେ ମରାମତି

ନିଜ ଖର୍ଚ୍ଚରେ ରାସ୍ତା ସଜାଡିଲେ

ନିଜ ଖର୍ଚ୍ଚରେ ରାସ୍ତା ସଜାଡିଲେ Photograph: (KanaKnews)

କନକ ବ୍ୟୁରୋ; ଶୁଣିଲାନି ପ୍ରଶାସନ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମାରେ । ଦୀର୍ଘ ଦିନ ଧରି ଦୈନିକ ବଜାରର ମୁଖ୍ୟ ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା । 

ଖାଲଖମା ହୋଇ ଅଳ୍ପ ବର୍ଷା ହେଲେ ସମ୍ପୂର୍ଣ୍ଣ ରାସ୍ତା ଉପରେ କାଦୁଅ ପାଣି ଜମି ରହୁଥିଲା। ଫଳରେ ଯାତାୟାତରେ ସମସ୍ୟା ହେଉଥିଲା । ଏନେଇ ବ୍ଲକ ଚେୟାରମ୍ୟାନଙ୍କଠୁ ଆରମ୍ଭ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe