କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ପଲିଗ୍ରାଫ କଥା ଶୁଣି କାନ୍ଦିଲା ଅଭିଯୁକ୍ତ ସଞ୍ଜୟ; କହିଲା, ମୋତେ ଫାଶି ଦେଇଦିଅ

Advertisment

ସାମ୍ନାକୁ ଆସିଲା କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ସଞ୍ଜୟ ରାୟର ସିସିଟିଭି ଫୁଟେଜ୍। ଅପରାଧ ଘଟାଇବା ପୂର୍ବରୁ ହସ୍ପିଟାଲରେ ପ୍ରବେଶ କରିବା ସମୟର ଝଲକ ଏବେ ସାମ୍ନାକୁ ଆସିଛି। ସେମିନାର ହଲରେ ପ୍ରବେଶ କରିବା ସମୟର ଦୃଶ୍ୟ ଭାଇରାଲ ହେଉଛି ।

ସାମ୍ନାକୁ ଆସିଲା କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ସଞ୍ଜୟ ରାୟର ସିସିଟିଭି ଫୁଟେଜ୍। ଅପରାଧ ଘଟାଇବା ପୂର୍ବରୁ ହସ୍ପିଟାଲରେ ପ୍ରବେଶ କରିବା ସମୟର ଝଲକ ଏବେ ସାମ୍ନାକୁ ଆସିଛି। ସେମିନାର ହଲରେ ପ୍ରବେଶ କରିବା ସମୟର ଦୃଶ୍ୟ ଭାଇରାଲ ହେଉଛି ।

sanjay

କନକ ବ୍ୟୁରୋ: ସାମ୍ନାକୁ ଆସିଲା କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତର ସଞ୍ଜୟ ରାୟର ସିସିଟିଭି ଫୁଟେଜ୍। ଅପରାଧ ଘଟାଇବା ପୂର୍ବରୁ ହସ୍ପିଟାଲରେ ପ୍ରବେଶ କରିବା ସମୟର ଝଲକ ଏବେ ସାମ୍ନାକୁ ଆସିଛି। ସେମିନାର ହଲରେ ପ୍ରବେଶ କରିବା ସମୟର ଦୃଶ୍ୟ ଭାଇରାଲ ହେଉଛି ।
 

ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ପୋଲିସ ସହାୟକ ଭାବେ ମୁତୟନ ଥିଲା ସଞ୍ଜୟ । ଆଉ ଅପରାଧ ଘଟାଇବା ଦିନ ସେ ପ୍ରବଳ ମଦ୍ୟପାନ କରିଥିଲା। ଏହା ପରେ ସେମିନାର ହଲ ଭିତରକୁ ଯାଇ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିଥିଲା। ଅଗଷ୍ଟ ୯ ତାରିଖ ସକାଳୁ ମିଳିଥିଲା ଡାକ୍ତରଙ୍କ ମୃତଦେହ। 

ସେପଟେ ସିବିଆଇ ରିମାଣ୍ଡରେ ଥିବା ଅଭିଯୁକ୍ତ ସଞ୍ଜୟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ରଖି ସଞ୍ଜୟ କହିଛି ସେ କୌଣସି ଅପରାଧ କରିନାହିଁ। ତାକୁ ଫସାଇବାକୁ ପ୍ରୟାସ କରାଯାଉଥିବା, ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ରଖି କହିଛି ସଞ୍ଜୟ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଗିରଫ ହେବା ପରେ ଯେଉଁ ବ୍ୟକ୍ତି କହୁଥିଲା ମୋ ଦ୍ୱାରା ବଡ଼ ପାପ ହୋଇଛି, ମତେ ଫାଶୀ ଦେଇଦିଅ। ସେହି ବ୍ୟକ୍ତି ଏବେ କିଭଳି ନିଜ କଥା ବଦଳାଉଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe