କନକ ବ୍ୟୁରୋ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଆଲର୍ଟମୋଡରେ ଭାରତୀୟ ସେନା । ଘର ଘର ବୁଲି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା । ଏହାଭିତରେ କୁଲଗାମ ପୁଲିସ ଓ ସେନା ଯବାନର ମିଳିତ ଅପରେସନରେ ୨ ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି ।
ବିଲାଲ ଭଟ୍ଟ ଓ ମହମ୍ମଦ ଇସମାଇଲ ଭଟ୍ଟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି ପିସ୍ତଲ ସହ ୨୫ ରାଉଣ୍ଡ ଗୁଳି, ୨ଟି ମାଗାଜିନ୍ ଜବତ କରାଯାଇଛି । ଉଭୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/27/dCUX0dby9ct0N8qCBmKT.jpg)