ନାଇଜେରିଆରେ ବଡ଼ ନରସଂହାର: ପୂରା ଗାଁକୁ ମାଟିରେ ମିଶାଇଲା ଆତଙ୍କୀ ସଂଗଠନ ବୋକୋ ହାରାମ

Advertisment

ଆକ୍ରମଣ ଗତକାଲି ରାତିରେ ଏକ ଗାଁ ଉପରେ ହୋଇଥିଲା ।  ବୋକୋ ହାରାମର  ସଦସ୍ୟମାନେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଗାଁରେ ନିଆଁ ଲଗାଇବା ସହିତ ଅନେକଙ୍କୁ ହତ୍ୟା କରିଥିଲେ।

ଆକ୍ରମଣ ଗତକାଲି ରାତିରେ ଏକ ଗାଁ ଉପରେ ହୋଇଥିଲା ।  ବୋକୋ ହାରାମର  ସଦସ୍ୟମାନେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଗାଁରେ ନିଆଁ ଲଗାଇବା ସହିତ ଅନେକଙ୍କୁ ହତ୍ୟା କରିଥିଲେ।

59

Photograph: (kanak news)

କନକ ବ୍ୟୁରୋ: ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହାରାମ ଦ୍ୱାରା ରାତିସାରା ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।  ଆକ୍ରମଣ ଗତକାଲି ରାତିରେ ଏକ ଗାଁ ଉପରେ ହୋଇଥିଲା ।  ବୋକୋ ହାରାମର  ସଦସ୍ୟମାନେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଗାଁରେ ନିଆଁ ଲଗାଇବା ସହିତ ଅନେକଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଅନେକ ଘର ନଷ୍ଟ ହୋଇଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି। ବୋର୍ଣ୍ଣୋ ରାଜ୍ୟରେ ବୋକୋ ହାରାମର ଏହି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe