କୁମ୍ଭମେଳା ଉପରେ ଆତଙ୍କୀ ଆଖି  । ପ୍ରୟାଗରାଜକୁ ଜଗିବ ଏଆଇ କ୍ୟାମେରା ।

କୁମ୍ଭମେଳାରେ ଆକ୍ରମଣ କରିପାରନ୍ତି ସାଧୁବେଶୀ ଆତଙ୍କୀ । ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟରେ ସରକାର ।  ପ୍ରୟାଗରାଜକୁ ଜଗିବ ଏଆଇ କ୍ୟାମେରା । ଜିଲ୍ଲାରେ ଶତାଧିକ ପୁଲିସ ଚେକପୋଷ୍ଟ ।

15ି

15ି Photograph: (15ି)

କନକ ବ୍ୟୁରୋ: କୁମ୍ଭମେଳାକୁ ଆତଙ୍କବାଦୀ କରିପାରନ୍ତି ଟାର୍ଗେଟ୍ । ଖଲିସ୍ତାନୀ ଆତଙ୍କୀ ପନ୍ନରୁ ଧମକ ପରେ ଏବେ କୁମ୍ଭମେଳାକୁ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟ ଟାର୍ଗେଟ୍ କରିପାରନ୍ତି । ଏନେଇ ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ଏଥିପାଇ ଏବେ କୁମ୍ଭାମେଳାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଦାଯାଇଛି । ସ୍ବତନ୍ତ୍ର ୱାଚ୍ ଟାୱାର ସହ ପୁରା ମେଳାରେ ହଜାରେରୁ ଅଧିକ ହାଇଡେଫିନେସନ ଫେସ୍ ରେକଗନାଇଜର୍ କ୍ୟାମେରା ଖଞ୍ଜା ଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe