କନକ ବ୍ୟୁରୋ: କୁମ୍ଭମେଳାକୁ ଆତଙ୍କବାଦୀ କରିପାରନ୍ତି ଟାର୍ଗେଟ୍ । ଖଲିସ୍ତାନୀ ଆତଙ୍କୀ ପନ୍ନରୁ ଧମକ ପରେ ଏବେ କୁମ୍ଭମେଳାକୁ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟ ଟାର୍ଗେଟ୍ କରିପାରନ୍ତି । ଏନେଇ ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ । ଏଥିପାଇ ଏବେ କୁମ୍ଭାମେଳାର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଦାଯାଇଛି । ସ୍ବତନ୍ତ୍ର ୱାଚ୍ ଟାୱାର ସହ ପୁରା ମେଳାରେ ହଜାରେରୁ ଅଧିକ ହାଇଡେଫିନେସନ ଫେସ୍ ରେକଗନାଇଜର୍ କ୍ୟାମେରା ଖଞ୍ଜା ଯାଇଛି ।
କୁମ୍ଭମେଳା ଉପରେ ଆତଙ୍କୀ ଆଖି । ପ୍ରୟାଗରାଜକୁ ଜଗିବ ଏଆଇ କ୍ୟାମେରା ।
କୁମ୍ଭମେଳାରେ ଆକ୍ରମଣ କରିପାରନ୍ତି ସାଧୁବେଶୀ ଆତଙ୍କୀ । ଗୁଇନ୍ଦା ସୂଚନା ମିଳିବା ପରେ ଆଲର୍ଟରେ ସରକାର । ପ୍ରୟାଗରାଜକୁ ଜଗିବ ଏଆଇ କ୍ୟାମେରା । ଜିଲ୍ଲାରେ ଶତାଧିକ ପୁଲିସ ଚେକପୋଷ୍ଟ ।
/kanak/media/media_files/2024/12/30/7lSAuSixBNsPR8VMvO9P.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)