ପୁରୀ ଜିଲ୍ଲା କଣାସରେ ଲକ୍ଷ୍ମୀ ବସ୍‌ ଭିତରେ ଆତଙ୍କ ଘଟଣା: ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ

Advertisment

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ। ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ସତ୍ୟବାଦୀ ଥାନା ସୁକଳ ଅଞ୍ଚଳର ତୋଫାନ ଭୋଇ।

8

Photograph: (kanak news)

କନକ ବ୍ୟୁରୋ: ପୁରୀ କଣାସରେ ଜଘନ୍ୟ କାଣ୍ଡ। ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ । ବସ୍ ଭିତରେ କିପରି ଦୁର୍ବୃତ୍ତ ଜଣକ ଆତଙ୍କରାଜ ଚଳାଇଥିଲା ସେସବୁ ଘଟଣା ସିସିଟିଭିରେ କଏଦ ହୋଇଛି । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ। ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ସତ୍ୟବାଦୀ ଥାନା ସୁକଳ ଅଞ୍ଚଳର ତୋଫାନ ଭୋଇ। ଘଟଣାକୁ ନେଇ କଣାସ ମେଡିକାଲରେ ଉତେଜନା। ଘଟଣାସ୍ଥଳରୁ ଲକ୍ଷ୍ମୀ ବସକୁ ଅଟକ ରଖିଛି ଗଡିସାଗୋଦା ପୁଲିସ। ମେଡିକାଲରେ କଣାସ ପୋଲିସ ପହଞ୍ଚି ସ୍ଥିତି ନୀୟତ୍ରଣ କରିବା ଚେଷ୍ଟା ଜାରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe