ଭୟଙ୍କର ଦୁର୍ଘଟଣା : ୩ ମୃତ, ୨ ଗୁରୁତର

Advertisment

ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।

ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ।

ଭୟଙ୍କର ଦୁର୍ଘଟଣା

ଭୟଙ୍କର ଦୁର୍ଘଟଣା Photograph: (kanakNews)

 କନକ ବ୍ୟୁରୋ : ଭୟଙ୍କର ଦୁର୍ଘଟଣା । ୩ ମୃତ, ୨ ଗୁରୁତର । ଦୁଇ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା । ବ୍ରହ୍ମପୁରର ମେଲଛାମୁଣ୍ଡା ଥାନା ଘେଁସଠାରେ ସଡକ ଦୁର୍ଘଟଣା ଘଟିଛି ।  ରାସ୍ତାକଡରେ ଛିଡା ହୋଇଥିବା  ଟ୍ରକକୁ ପିଟିଲା କାର୍ । ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe