ଦୁର୍ଘଟଣାରେ ନାବାଳକର ମୃତୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାସ୍ତାରୋକ୍

ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା। ପିଲାଟି ତାଙ୍କ ବାପା-ମାଙ୍କ ସହ ସଙ୍କଟପାଲିଆ ଗାଁକୁ ବୁଲିବାକୁ ଆସିଥିଲା। ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକ ଧକ୍କା ଦେଇଥିଲା।

afsdfasdf

sfdasddf

କନକ ବ୍ୟୁରୋ : ଆନନ୍ଦପୁର-ଛେନାପଦି-ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ସଡ଼କ ଦୁର୍ଘଟଣା । ଛତୁଆ ବୋଝେଇ ମିନିଟ୍ରକ ଧକ୍କାରେ ୫ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ଡାଙ୍କ ପୁଅ ବାଦଲ ମୁଣ୍ଡା। ପିଲାଟି ତାଙ୍କ ବାପା-ମାଙ୍କ ସହ ସଙ୍କଟପାଲିଆ ଗାଁକୁ ବୁଲିବାକୁ ଆସିଥିଲା। ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ସୋସୋ ଥାନା ପୁଲିସ ପହଞ୍ଚି ଉତ୍ୟେକ୍ତ ଳୋକଙ୍କୁ ବୁଝାସୁଝା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe