ଏହି ଘଣ୍ଟାର ୧୦ ବଡ଼ ଖବର

Advertisment

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହାନଦୀ ବିବାଦ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା, କେନ୍ଦ୍ର-ରାଜ୍ୟ ସମନ୍ୱୟ ନେଇ ଗୃହମନ୍ତ୍ରୀଙ୍କ ସହ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ମୋହନ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହାନଦୀ ବିବାଦ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା, କେନ୍ଦ୍ର-ରାଜ୍ୟ ସମନ୍ୱୟ ନେଇ ଗୃହମନ୍ତ୍ରୀଙ୍କ ସହ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ମୋହନ

Capture

 ଆଉ କେତେ ଜଳିଲେ ଚେତିବ
ବାଲେଶ୍ୱର, ବଳଙ୍ଗା ପରେ ଏବେ ପଟ୍ଟାମୁଣ୍ଡାଇରୁ ଆସିଲା ସମାନ ଖବର, ଅସହ୍ୟ ହେଲା ପୁରୁଷ ବନ୍ଧୁଙ୍କ ବ୍ଲାକମେଲ, ଅଭିଯୋଗର ୬ ମାସ ପରେ ବି ନୀରବ ରହିଲା ପୁଲିସ, ଦେହରେ କିରାସିନ ଢାଳି ଜଳିଗଲେ ଛାତ୍ରୀ 

 ଓଡ଼ିଶା ପାଇଁ ଦିଲ୍ଲୀରେ ଲବି
ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହାନଦୀ ବିବାଦ ନେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ସହ ଆଲୋଚନା, କେନ୍ଦ୍ର-ରାଜ୍ୟ ସମନ୍ୱୟ ନେଇ ଗୃହମନ୍ତ୍ରୀଙ୍କ ସହ ବୈଠକ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ମୋହନ

 ଚାକିରି ଅସଲି, ସାର୍ଟିଫିକେଟ୍ ନକଲି
ଜାଲ ସାର୍ଟିଫିକେଟର ହବ୍ ପାଲଟିଛି ଓଡିଶା, ମିଛ ଜାତିଗତ ପ୍ରମାଣପତ୍ର ଦେଇ ଶହ ଶହ ହାତେଇଛନ୍ତି ଚାକିରି, ଉଠିଲା ପ୍ରଶ୍ନ, ସରକାରୀ ଢୋଲ ଭିତରେ ମୂଷା କିଏ ?

ସଭାପତିଙ୍କୁ ମାଫ୍, ଉପସଭାପତିଙ୍କୁ ଗିରଫ
ଓଟିଇଟି ପରୀକ୍ଷା କେଳେଙ୍କାରୀକୁ ନେଇ ଆସୁଛି ସାଂଘାତିକ ତଥ୍ୟ, ବର୍ଷ ବର୍ଷ ଧରି ବୋର୍ଡରେ ଚାଲିଛି କେଳେଙ୍କାରୀ, ଉପସଭାପତି ଗିରଫ୍ ହେଲେ ସଭାପତି କିଭଳି ନିର୍ଦ୍ଦୋଷ 

 ତାରିଖ ଘୋଷଣା ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍
ଛାତ୍ର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଅଶାନ୍ତ ହେଉଛି ବିଭିନ୍ନ କ୍ୟାମ୍ପସ, କଲେଜ ନିର୍ବାଚନ ପୂର୍ବରୁ ରକ୍ତମୁଖା ଛାତ୍ରନେତା, ଏଥର ନିର୍ବାଚନ ନହେବା ନେଇ ପୁଣି ବଢିଲା ଆଶଙ୍କା 
 

ଥାନା ନା ଥାର୍ଡ ଡିଗ୍ରି କେନ୍ଦ୍ର ?
ଜନତାଙ୍କ ବନ୍ଧୁ ନୁହେଁ ବଇରୀ ସାଜିଛି ପୁଲିସ, ଚକିତ କରୁଛି ଗ୍ରାଉଣ୍ଡ ଜିରୋର ଚିତ୍ର, ଥାନାରେ ବଢୁଛି ଥାର୍ଡ ଡିଗ୍ରୀ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡ଼ାରୁ ଆସିଲା ରିପୋର୍ଟ 

୨୫ ନୁହେଁ ୫୦ ପ୍ରତିଶତ ଟାରିଫ୍
ଭାରତ ଉପରେ ଟ୍ରମ୍ପଙ୍କ ଆକ୍ରମଣ ଜାରି, ଭାରତ ଉପରେ ୨୫ ପ୍ରତିଶତ ସହ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଘୋଷଣା, ରିଜର୍ଭ ବ୍ୟାଙ୍କ କହିଲା ପଡିବନି ବିଶେଷ ପ୍ରଭାବ 

ସଂସଦରେ ହେବନି ଏସଆଇଆର ବିତର୍କ
ସଂସଦର ଉଭୟ ଗୃହରେ ଏସଆଇଆରକୁ ନେଇ ବିରୋଧୀଙ୍କ ହଙ୍ଗାମା, ଚାଲିପାରୁନି ଗୃହ, ସରକାରଙ୍କ ବୟାନ, କୋର୍ଟରେ ମାମଲା ଚାଲୁଥିବାରୁ ସଂସଦରେ ହୋଇପାରିବନି ଆଲୋଚନା

 ପ୍ରକୃତିର ଆଁରେ ଧରାଲି ଗାଁ
ଉତ୍ତରକାଶୀର ଧରାଲି ଗାଁରେ ପ୍ରକୃତିର ପ୍ରଳୟ, ୩୪ ସେକେଣ୍ଡରେ ଭାସିଗଲା ପୂରା ଗାଁ, ମାଟିତଳେ ଦବି ଗଲେ ଶହ ଶହ ଲୋକ, ଚାଲିଛି ଉଦ୍ଧାର କାର୍ଯ୍ୟ 

 ଗିଲ୍ ପ୍ଲେୟାର ଅଫ୍ ଦ ମନ୍ଥ
ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ପାଇଁ ଶୁବମନ୍ ଗିଲ୍ ମନୋନ୍ନୀତ, ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କରିଥିଲେ କମାଲ ପ୍ରଦର୍ଶନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe