ମେସେଜିଂ ଆପ୍ ଟେଲିଗ୍ରାମର ସିଇଓ ଗିରଫ ; ପ୍ୟାରିସ ବିମାନବନ୍ଦରରୁ ପାଭେଲ ଡ୍ୟୁରୋଭଙ୍କୁ ଗିରଫ କଲା ପୁଲିସ

ମେସେଜିଂ ଆପ୍ ଟେଲିଗ୍ରାମର ସିଇଓ ଗିରଫ ।ପ୍ୟାରିସର ବିମାନବନ୍ଦରରୁ ସିଇଓ ପାଭେଲ ଡ୍ୟୁରୋଭଙ୍କୁ ଗିରଫ କଲା ପୁଲିସ । ପରିଚାଳନାଗତ ତ୍ରୁଟି ପାଇଁ ଟେଲିଗ୍ରାମରେ ଅପରାଧିକ କାର୍ଯ୍ୟକଳାପ ନେଇ ହୋଇଛି ଅଭିଯୋଗ ।

ଅଦ୍ୟତନ ହୋଇଛି
CEO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe