ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ବଡ ସୂଚନା ଦେଲେ ମନ୍ତ୍ରୀ

Advertisment

ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି

ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି

network

କନକ ବ୍ୟୁରୋ:  ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ଜିଓ, ଏୟାରଟେଲ, ବିଏସଏନଏଲ , ଭୋଡାଫୋନ ଅଫିସରଙ୍କ ସହ ବୈଠକ ବସିଥିଲା । ତେବେ ବାତ୍ୟା ସମୟରେ ଯେକୌଣସି ଜାଗାରେ ନେଟୱାର୍କ ଡ୍ରପ ହେଲେ, ଅନ୍ୟ ନେଟୱର୍କରେ କନେକ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀର ଟେକ୍ନିକାଲ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe