କନକ ବ୍ୟୁରୋ: ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି । ଜିଓ, ଏୟାରଟେଲ, ବିଏସଏନଏଲ , ଭୋଡାଫୋନ ଅଫିସରଙ୍କ ସହ ବୈଠକ ବସିଥିଲା । ତେବେ ବାତ୍ୟା ସମୟରେ ଯେକୌଣସି ଜାଗାରେ ନେଟୱାର୍କ ଡ୍ରପ ହେଲେ, ଅନ୍ୟ ନେଟୱର୍କରେ କନେକ୍ଟ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ଟାୱାର ଖରାପ ହେଲେ ଟେଲିକମ କମ୍ପାନୀର ଟେକ୍ନିକାଲ ଟିମ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ବଡ ସୂଚନା ଦେଲେ ମନ୍ତ୍ରୀ
ବାତ୍ୟା ସମୟରେ ବ୍ୟାଘାତ ହେବନି ଟେଲିକମ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସୂଚନା ମୁତାବକ, ବାତ୍ୟା ଦାନା ପାଇଁ ଟେଲିକମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି
/kanak/media/media_files/2024/10/24/j5TshUR4QusAKcEw0Ouk.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)