ତେଜସ୍ୱୀ ଆରଜେଡିର ଜାତୀୟ କାର୍ଯ୍ୟକାରୀ ସଭାପତି: କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି

Advertisment

ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ କରାଯାଇଛି । ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କର ନିର୍ବାଚନକୁ ଅନୁମୋଦନ କରିଛି

ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ କରାଯାଇଛି । ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କର ନିର୍ବାଚନକୁ ଅନୁମୋଦନ କରିଛି

25bbs_22_25012026_111

Photograph: (KANAKNEWS)

କନକ ବ୍ୟୁରୋ : ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ କରାଯାଇଛି। ଆରଜେଡିର ଜାତୀୟ କାର୍ଯ୍ୟକାରିଣୀ ସର୍ବସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଭାବରେ ତାଙ୍କର ନିର୍ବାଚନକୁ ଅନୁମୋଦନ କରିଛି। ଏହି ବୈଠକ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢନ୍ତୁ ...୦୨୬ର ପ୍ରଥମ "ମନ କି ବାତ"ରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ : ଭୋଟର ଓ ଯୁବ ବର୍ଗଙ୍କୁ କଲେ ପ୍ରଶଂସା

ବୟସ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି, ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ତାଙ୍କ ପୁଅକୁ ଦଳର ନେତୃତ୍ୱ ହସ୍ତାନ୍ତର କରିଛନ୍ତି ରବିବାର ରାଷ୍ଟ୍ରୀୟ ଜନତା ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆରଜେଡି ବିଧାୟକମାନେ କହିଛନ୍ତି ଯେ, ଏହି ବୈଠକ ସାଂଗଠନିକ କାର୍ଯ୍ୟ ପାଇଁ ହୋଇଥିଲା। ଯଦିଓ ଏହା ପୂର୍ବରୁ, ତେଜସ୍ୱୀ ଯାଦବଙ୍କ ଭଉଣୀ ଓ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ତେଜସ୍ୱୀ ଯାଦବଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe