କନକ ବ୍ୟୁରୋ: ମନ୍ଦିରରୁ ଲୁଟ୍ । ଦେବୀ ପୀଠରୁ ମାଆଙ୍କ ଆଖି ତାଡ଼ି ନେଇଗଲେ ଚୋର । ଏଭଳି ଦୃଶ୍ୟ ଆସିଛି କୋଣାର୍କ ସାତପଡ଼ା ଗାଁରୁ । ମା’ ଦଶମଲ୍ଲି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଗଲେ ଦୁର୍ବୃତ୍ତ । ଏପରିକି ଲୁଟେରା ମା"ଙ୍କ ସୁନା ଆଖି ତାଡ଼ି ନେିଛନ୍ତି । ଏହାସହ ମଥା ଟୀକା, ନାକ ନୋଥ ଓ ମୁକୁଟ ସହିତ ଅନ୍ୟାନ୍ୟ ସୁନା ଅଳଙ୍କାର ଚୋରି ସହ ସୁନା ଆଖି ତାଡି ନେଇଥିବା ଅଭିଯୋଗ ହୋଇଛି । ଚୋରିକୁ ନେଇ ସାତପଡା ଗାଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଗୋପ ଥାନାରେ ଅଭିଯୋଗ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us