ବାଂଲାଦେଶ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ଜାଣନ୍ତୁ କିଏ ପଡିଲେ ବାଦ, କାହାକୁ ମିଳିଲା ସ୍ଥାନ

Advertisment

୧୫ ସଦସ୍ୟ ବିଶିଷ୍ଠ ଭାରତୀୟ ଟିମର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦଙ୍କ ନାମ ଘୋଷଣା ହୋଇଛି । ହାଦ୍ଧିକ ପାଣ୍ଡ୍ୟା ଟିମରେ ସ୍ଥାନ ପାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବୋଲର ମୟଙ୍କ ଯାଦବଙ୍କୁ ସ୍ଥାନ ମିଳିଛି । ହେଲେ ଇଶାନ କିଶନଙ୍କୁ ନିରାଶ ହେବାକୁ ପଡିଛି । 

୧୫ ସଦସ୍ୟ ବିଶିଷ୍ଠ ଭାରତୀୟ ଟିମର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦଙ୍କ ନାମ ଘୋଷଣା ହୋଇଛି । ହାଦ୍ଧିକ ପାଣ୍ଡ୍ୟା ଟିମରେ ସ୍ଥାନ ପାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବୋଲର ମୟଙ୍କ ଯାଦବଙ୍କୁ ସ୍ଥାନ ମିଳିଛି । ହେଲେ ଇଶାନ କିଶନଙ୍କୁ ନିରାଶ ହେବାକୁ ପଡିଛି । 

ZcKþqcò^ò^

କନକ ବ୍ୟୁରୋ : ବାଂଲାଦେଶ ବିରୋଧରେ ହେବାକୁ ଥିବା ୩ଟି ଟି-୨୦ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆଜି ତାଲିକା ଘୋଷଣା କରିଛି । ୧୫ ସଦସ୍ୟ ବିଶିଷ୍ଠ ଭାରତୀୟ ଟିମର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦଙ୍କ ନାମ ଘୋଷଣା ହୋଇଛି । ହାଦ୍ଧିକ ପାଣ୍ଡ୍ୟା ଟିମରେ ସ୍ଥାନ ପାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବୋଲର ମୟଙ୍କ ଯାଦବଙ୍କୁ ସ୍ଥାନ ମିଳିଛି । ହେଲେ ଇଶାନ କିଶନଙ୍କୁ ନିରାଶ ହେବାକୁ ପଡିଛି । 

ପଢନ୍ତୁ ଘୋଷଣା ହୋଇଥିବା ଖେଳାଳୀଙ୍କ ନାମ 
ସୂର୍ଯ୍ୟକୁମାର ଯାଦବ : କ୍ୟାପଟେନ, ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ କିପର), ରିଙ୍କୁ ସିଂ, ହାଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ କୁମାର ରେଡ୍ଡୀ, ଶିବମ୍ ଦୁବେ. ୱାସିଂଟନ୍ ସୁନ୍ଦର, ଋବି ବିଷ୍ଣୌଇ, ବରୁନ ଚକ୍ରବର୍ତ୍ତୀ, ଜିତେଶ ଶର୍ମା (ୱିକେଟ୍ କିପର), ଅର୍ଶଦୀପ ସିଂ, ହର୍ସିତ ରାଣା, ମୟଙ୍କ ଯାଦବ 

୬ ଅକ୍ଟୋବରରୁ ବାଂଲାଦେଶ ବିପକ୍ଷରେ ଭାରତର ଟି-୨୦ ମ୍ୟାଚ ଆରମ୍ଭ ହେବ । ଅକ୍ଟୋବର ୬, ୯ ଓ ୨୦ ତାରିଖରେ ୩ ଟି ମ୍ୟାଚ ଖେଳାଯିବ । ତିନୋଟି ମ୍ୟାଚ୍ ଭାରତୀୟ ସମୟ ମୁତାବକ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe