ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଫିକା ପଡିଲେ ଟିମ ଇଣ୍ଡିଆ ବ୍ୟାଟର । ବର୍ଡର-ଗାଭସ୍କର ଟ୍ରପି ୫ମ ଟେଷ୍ଟର ପ୍ରଥମ ଦିନରେ ୧୮୫ରନ ଦଳ ଅଲଆଉଟ

Advertisment

ପୁଣି ଫ୍ଲପ ମାରିଲେ ଟିମ୍ ଇଣ୍ଡିଆର ବ୍ୟାଟର । ସିଡନୀରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଚିତପଟାଙ୍ଗ ମାରିଲେ ଭାରତୀୟ ବ୍ୟାଟର ।

ପୁଣି ଫ୍ଲପ ମାରିଲେ ଟିମ୍ ଇଣ୍ଡିଆର ବ୍ୟାଟର । ସିଡନୀରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଚିତପଟାଙ୍ଗ ମାରିଲେ ଭାରତୀୟ ବ୍ୟାଟର ।

CRICK

CRICK Photograph: (KanakNews )

କନକ ବ୍ୟୁରୋ : ପୁଣି ଫ୍ଲପ ମାରିଲେ ଟିମ୍ ଇଣ୍ଡିଆର ବ୍ୟାଟର । ସିଡନୀରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଇନିଙ୍ଗସରେ ଚିତପଟାଙ୍ଗ ମାରିଲେ ଭାରତୀୟ ବ୍ୟାଟର । ପ୍ରଥମ ପାଳିରେ ୧୮୫ରନରେ କରିପାରିଲା ଟିମ ଇଣ୍ଡିଆ । ନା ଚାଳିଲେ କୋହଲି,ରାହୁଲ ନା ରେଡ୍ଡି ,ଦଳକୁ ଏକ ସମ୍ମାନଜନକ ସ୍କୋରକୁ  ପଂହଚାଇଥିଲେ ପନ୍ଥ ଓ ଅଧିନାୟକ ବୁମରାହ , ପନ୍ଥ ୪୦ରନ କରିଥିବା ବେଳେ ଅଧିନାୟକ ବୁମରାହ ୧୭ଟି ବଲରେ ୨୨ଟି ରନ ସଂଗ୍ରହ କରିଥିଲେ । 

ସ୍କଟ ବୋଲାଣ୍ଡ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୪ ଉଇକେଟ ନେଇଥିଲେ, ମିଚେଲ ଷ୍ଟାର୍କ ତିନୋଟି ଉଇକେଟ ,ପ୍ୟାଟ କମିନ୍ସ ଦୁଇଟି ଉଇକେଟ ନେଇଥିବାବେଳେ ନାଥନ ଲାୟନ ଗୋଟିଏ ଉଇକେଟ ନେଇଛନ୍ତି।ଖେଳ ଶେଷ ସୁଦ୍ଦା ଅଷ୍ଟ୍ରେଲିଆ ୯ରନରେ ଗୋଟେ ୱିକେଟ ହରେଇଛି । ଅଧିନାୟକ ବୁମାରାହଙ୍କୁ ଏହି ସଫଳତା ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe